Below header
Browsing Tag

Covishield

ରାଜ୍ୟ ସରକାର ଅର୍ଡର ଦେଇଥିବା କୋଭିସିଲ୍ଡ ଭ୍ୟାକସିନ୍‌ ଭୁବନେଶ୍ୱରରେ ପହଞ୍ଚିଲା

କେନ୍ୟୁଜ୍(ବ୍ୟୁରୋ): ଓଡ଼ିଶାରେ ପହଞ୍ଚିଲା ରାଜ୍ୟ ସରକାର ଅର୍ଡର ଦେଇଥିବା କୋଭିସିଲ୍ଡ ଭ୍ୟାକସିନ୍‌ । ପ୍ରଥମ ପର୍ଯ୍ୟାୟରେ ଆଜି ଭୁବନେଶ୍ୱରରେ ପହଞ୍ଚିଛି କୋଭିସିଲ୍ଡର ଲକ୍ଷେ ଡୋଜ୍‌ । ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିଛି । ୧୮-୪୪ ବର୍ଷ ବର୍ଗର ଲୋକଙ୍କୁ ଏହି ଟିକା ଦିଆଯିବ ।…

ରାଜ୍ୟରେ କୋଭିସିଲ୍‌ଡ ଟିକାର ଘୋର ଅଭାବ, ୪୫ ବର୍ଷରୁ ଅଧିକ ବର୍ଗରେ ୧୭ ଲକ୍ଷ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଦେବାକୁ ବାକି…

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ କୋଭିସିଲ୍‌ଡ ଟିକାର ଘୋର ଅଭାବ। କେନ୍ଦ୍ର ଯୋଗାଇ ନାହିଁ ଆବଶ୍ୟକ ଟିକା। ଫଳରେ ୪୫ ବର୍ଷରୁ ଅଧିକ ବୟସ ବର୍ଗରେ ୧୭ ଲକ୍ଷ ଜଣଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ଦେବାକୁ ବାକି ରହି ଯାଇଛି। ଭୁବନେଶ୍ୱର ମହାନଗର ଅଂଚଳରେ ଦିଆଯାଉଥିବା କୋଭାକ୍‌ସିନକୁ ନେଇ କୌଣସି…

କୋଭିଡ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢ଼ାଇଲା ଆମେରିକା, ଭ୍ୟାକ୍ସିନ ଉତ୍ପାଦନ ପାଇଁ ପଠାଇବ କଞ୍ଚାମାଲ

କୋଭିଡ ମୁକାବିଲା ପାଇଁ ଭାରତକୁ ସହାୟତାର ହାତ ବଢ଼ାଇଛି ଆମେରିକା। କୋଭିଡ ଭ୍ୟାକ୍ସିନ ଉତ୍ପାଦନ ପାଇଁ କଞ୍ଚାମାଲ, ଅକ୍ସିଜେନ ଓ ଷ୍ଟ୍ରାଇକ ଟିମ ପଠାଇବ ଆମେରିକା। ସେରମ ଇନ୍‌ଷ୍ଟିଚ୍ୟୁଟରେ କୋଭିସିଲଡ ଟିକା ଉତ୍ପାଦନ ପାଇଁ ଆମେରିକା କଞ୍ଚାମାଲ ଯୋଗାଇବ। ଏଥିପାଇଁ ଯୋଗାଣ ନେଇ ନିଜର ଅର୍ଡରକୁ…

କୋଭିସିଲ୍‌ଡ ଟିକାର ଦର ଧାର୍ଯ୍ୟ କଲା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍: ରାଜ୍ୟ ଗୁଡ଼ିକ ୪ଶହ ଓ ଘରୋଇ ହସ୍‌ପିଟାଲ ଗୁଡ଼ିକ ୬ଶହ…

ନୂଆଦିଲ୍ଲୀ: ସିରମ୍‌ରୁ ସିଧାସଳଖ କୋଭିସିଲ୍‌ଡ ଟିକା କିଣିବେ ରାଜ୍ୟ ସରକାର। ଏନେଇ ଦର ଧାର୍ଯ୍ୟ କରିଛି ସିରମ ଇନ୍‌ଷ୍ଟିଚ୍ୟୁଟ। ରାଜ୍ୟ ଗୁଡ଼ିକ ଡୋଜ ପ୍ରତି ୪ଶହ ଟଙ୍କାରେ ଓ ଘରୋଇ ହସ୍‌ପିଟାଲଗୁଡ଼ିକ ୬ଶହ ଟଙ୍କାରେ କିଣିବେ କୋଭିସିଲ୍‌ଡ ଟିକା। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ…

କେନ୍ଦ୍ର ସରକାର ଟିକା ଯୋଗାଇବା କ୍ଷଣି ଓଡ଼ିଶାରେ ଟିକାକରଣ ଆରମ୍ଭ ହେବ, ଜୁଲାଇରେ ସେରମ ସିଇଓଙ୍କ ସହ କଥା ହୋଇଥିଲେ…

କେନ୍ୟୁଜ୍(ବ୍ୟୁରୋ):  ଖୁବଶୀଘ୍ର ଆରମ୍ଭ ହେବ କୋଭିସିଲ୍‌ଡର ବିତରଣ। କେନ୍ଦ୍ର ସରକାର ଟିକା ଯୋଗାଇବା କ୍ଷଣି ଓଡ଼ିଶାରେ ଟିକାକରଣ ଆରମ୍ଭ ହେବ। ଡ୍ରାଏ ରନ ସରିଛି। ପ୍ରାଥମିକ ସ୍ତରରେ ପ୍ରସ୍ତୁତ ହୋଇଥିବା ଡାଟାବେସ୍‌ ଅନୁସାରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବା ପାଇଁ କେନ୍ଦ୍ର ପାଖରେ…

କରୋନା ରାଜର ଘଟିବ ଅବସାନ, କୋଭିସିଲ୍ଡ ଓ କୋଭାକ୍ସିନ୍‌କୁ ମିଳିଲା ଜରୁରୀ ବ୍ୟବହାର ପାଇଁ ଅନୁମତି

କେନ୍ୟୁଜ୍(ବ୍ୟୁରୋ):  ଦେଶରେ କରୋନା ଭ୍ୟାକ୍ସିନ୍‌କୁ ନେଇ ଖୁସି ଖବର । ଭ୍ୟାକ୍ସିନ୍‌କୁ ନେଇ ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ବା DCGI ଦେଲା ବଡ଼ ଖବର । କୋଭିସିଲ୍ଡ ଓ କୋଭାକ୍ସିନ୍‌କୁ ମିଳିଲା ଜରୁରୀ ବ୍ୟବହାର ପାଇଁ ଅନୁମତି । ଏବେ ଦୁଇଟି ଭ୍ୟାକ୍ସିନ୍‌ ଲୋକଙ୍କୁ ଦିଆଯାଇପାରିବ…

ଭାରତ ବଜାରରେ ଖୁବ୍‌ ଶୀଘ୍ର ମିଳିବ କରୋନା ଭ୍ୟାକ୍‌ସିନ୍‌ କୋଭାସିଲ୍ଡ, ଏହାର ମୂଲ୍ୟ ମାତ୍ର ୨୨୫ ଟଙ୍କା

ନୂଆଦିଲ୍ଲୀ : ବିଶ୍ୱରେ ପ୍ରାୟ ୧୭୭ କରୋନା ଭ୍ୟାକ୍‌ସିନର ପ୍ରସ୍ତୁତି ଚାଲିଛି । ୨୩ ଭ୍ୟାକ୍‌ସିନ୍‌ର ହ୍ୟୁମ୍ୟାନ୍‌ ଟ୍ରାଏଲ ଚାଲିଥିବା ବେଳେ ୧୪ ଭ୍ୟାକ୍‌ସିନ୍‌ ପ୍ରଥମ ଫେଜ୍‌ରେ ପଦାର୍ପଣ କରିଛି । ୩ଟି ଭ୍ୟାକ୍‌ସିନ୍‌ ୨ୟ ଫେଜ ଓ ୬ ଟି ଭ୍ୟାକ୍‌ସିନ୍‌ ୩ୟ ଫେଜ୍‌ ପରୀକ୍ଷଣରେ ପହଞ୍ଚିଛି ।…