କୋଭିସିଲ୍‌ଡ ଟିକାର ଦର ଧାର୍ଯ୍ୟ କଲା ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍: ରାଜ୍ୟ ଗୁଡ଼ିକ ୪ଶହ ଓ ଘରୋଇ ହସ୍‌ପିଟାଲ ଗୁଡ଼ିକ ୬ଶହ ଟଙ୍କାରେ କିଣିବେ ପାରିବେ

ନୂଆଦିଲ୍ଲୀ: ସିରମ୍‌ରୁ ସିଧାସଳଖ କୋଭିସିଲ୍‌ଡ ଟିକା କିଣିବେ ରାଜ୍ୟ ସରକାର। ଏନେଇ ଦର ଧାର୍ଯ୍ୟ କରିଛି ସିରମ ଇନ୍‌ଷ୍ଟିଚ୍ୟୁଟ। ରାଜ୍ୟ ଗୁଡ଼ିକ ଡୋଜ ପ୍ରତି ୪ଶହ ଟଙ୍କାରେ ଓ ଘରୋଇ ହସ୍‌ପିଟାଲଗୁଡ଼ିକ ୬ଶହ ଟଙ୍କାରେ କିଣିବେ କୋଭିସିଲ୍‌ଡ ଟିକା।

କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁସାରେ ଏଣିକା ରାଜ୍ୟ ସରକାର ଟିକା ନିର୍ମାତା କଂପାନୀ ଠାରୁ ସିଧାସଳକ ଟିକା କିଣିପାରିବେ। ଏହା ପରେ ଆଜି ସିରମ୍‌ ଇନଷ୍ଟିଚ୍ୟୁଟ ପକ୍ଷରୁ ଦର ପ୍ରକାଶ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.