Below header
Browsing Tag

cow rescue

ବାଙ୍କୀ: ମହାନଦୀ ପଠାରେ ଭାସିଯାଇଥିବା ଗାଈ ପଲ ଉଦ୍ଧାର

ବାଙ୍କୀ(କେନ୍ୟୁଜ୍): ଆଜି ଅପରାହ୍ନ ୩ଟା ସମୟରେ ବାଙ୍କୀ ସୁନାଦେଇ ପାହାଡ଼ ନିକଟ ମହାନଦୀ କୂଳରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ଗାଈ ଘାସ ଖାଉଥିଲେ। କିଛି ସମୟ ପରେ ସେମାନଙ୍କ ମଧ୍ୟରୁ ୩୦ ଗୋଟି ଗାଈ ପାଣି ପିଇବାକୁ ମହାନଦୀକୁ ଯାଇଥିଲେ।ମାତ୍ର ସେଠାରେ ପାଣିର ସ୍ରୋତ ପ୍ରଖର ଥିବାରୁ ଗାଈପଲ ପାଣିରେ…

ବୁଲା ପଶୁଙ୍କୁ ଧରି ଥଇଥାନ କେନ୍ଦ୍ରରେ ଦେଲେ ସରକାର ଦେବେ ଚାକିରୀ

ଉତ୍ତରପ୍ରଦେଶ: ବୁଲାପଶୁଙ୍କୁ ଧରିଲେ ସରକାରୀ ଚାକିରୀ ଦିଆଯିବ ବୋଲି ନିକଟରେ ଉତ୍ତରପ୍ରଦେଶ(ୟୁପି)ର ଯୋଗୀ ସରକାର ଘୋଷଣା କରିଛନ୍ତି । ଯଦି ଆପଣ ଗୋଟିଏ ମାସ ମଧ୍ୟରେ ୧୦୦ ବୁଲା ପଶୁଙ୍କୁ ଧରିପାରିବେ ତେବେ ୟୁପି ସରକାର ଆପଣଙ୍କୁ କାମ ଯୋଗାଇ ଦେବେ । ପ୍ରକାଶ ଯେ ୟୁପିରେ ଏହି ବୁଲା ପଶୁ…

ବେଆଇନ ଚାଲାଣ ବେଳେ ଗୋରୁ ଗାଡି ଜବତ, ୨୦୦ରୁ ଅଧିକ ଉଦ୍ଧାର; ଉତ୍ତ୍ୟକ୍ତ ଲୋକେ ଗାଡ଼ି ଜାଳିଦେଲେ

ଭଦ୍ରକ (କେନ୍ୟୁଜ୍) : ବେଆଇନ ଚାଲାଣ ବେଳେ ଗୋରୁ ଗାଡି ଅଟକ। ଭଦ୍ରକ ଅସୁରାଳୀ ଛକରେ ୭ଟି ପିକଅପ୍ ଭ୍ୟାନ୍କୁ ଅଟକ ରଖି ରାସ୍ତାରୋକ କରିଛନ୍ତି ସ୍ଥାନୀୟ ଲୋକେ। ଗାଡିରୁ ୨୦୦ରୁ ଅଧିକ ଗୋରୁଙ୍କୁ ଉଦ୍ଧାର କରାଯାଇଛି। ସେଥିମଧ୍ୟରୁ ୨ଟି ଗୋରୁଙ୍କ ଜୀବନ ଯାଇଛି। ଅନ୍ୟ ଆହତ ଗୋରୁଙ୍କୁ ଚିକିତ୍ସା…