Below header
Browsing Tag

cow tagging

ବ୍ରହ୍ମପୁର : ବିଏମସି ପକ୍ଷରୁ ଗୃହପାଳିତ ପଶୁଙ୍କ ଚିହ୍ନଟ ପ୍ରକ୍ରିୟା ଆରମ୍ଭ

ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳ ମଧ୍ୟରେ ଥିବା ସମସ୍ତ ଗୃହପାଳିତ ଗୋରୁ ମଇଁଷି ଆଦି ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଦ୍ୱାରା ସମସ୍ତ ଗାଈ, ଗୋରୁ, ବାଛୁରୀ ଓ ମଇଁଷିକୁ ଚିହ୍ନଟ କରାଯାଇ କାନନୋଳି ବା ଟ୍ୟାଗିଙ୍ଗ୍ କରାଯିବ । ଏଥିପାଇଁ ଉଭୟ ବିଏମସି ଓ ଜିଲ୍ଲା ପଶୁ ସମ୍ପଦ ବିକାଶ…