Below header
Browsing Tag

cow worship

ଗୋମାତାଙ୍କ ସେବା ମାତ୍ରେ ଦୂର ହୋଇଯାଏ ସମସ୍ତ କଷ୍ଟ,ଏହି ଉପାୟ କରିଲେ ଦୂର ହୋଇବ ସବୁ ଅସୁବିଧା

ହିନ୍ଦୁ ଧର୍ମାନୁସାରେ ଗାଈକୁ ପୂଜନୀୟ ସ୍ଥାନ ଦିଆଯାଇଛି | ଏମିତି ବି ମାନ୍ୟତା ଅଛି ଯେ ବଡରୁ ବଡ଼ କଷ୍ଟ ବି କେବଳ ଗୋମାତା ସେବା ଦ୍ୱାରା ଦୂର ହୋଇଥାଏ | ଗାଈଠାରେ 33 କୋଟି ଦେବୀ -ଦେବତାଙ୍କର ବାସ ହୋଇଥାଏ | ତେବେ ଗୋମାତା ସେବାଦ୍ୱାରା ସମସ୍ତ ଦେବୀ-ଦେବତା ପ୍ରସନ୍ନ ହୋଇଥାନ୍ତି ଏବଂ ସେ ଘରକୁ…

କପଡ଼ା ଦୋକାନକୁ ନିଇତି ଆସୁଛି ଗାଈ, ବିଶ୍ରାମ ନେଇ ପୁଣି ଚାଲିଯାଉଛି, ଭଗବାନ ମାନୁଛନ୍ତି ଲୋକେ

ଆନ୍ଧ୍ର ପ୍ରଦେଶର କଡପା ଜିଲା ମେଦୁକୁର ଅଞ୍ଚଳରେ ଏକ ଗାଈକୁ ନେଇ ବେଶ୍‌ ଚର୍ଚ୍ଚା ଜାରି ରହିଛି। ଗତ ୬ ମାସ ହେବ ଗାଈଟି ଏକ ନିର୍ଦ୍ଦିଷ୍ଟ କପଡ଼ା ଦୋକାନକୁ ନିଇତି ଆସୁଛି। ଏଠାରେ ପାଖାପାଖି ୩ ଘଣ୍ଟା ବିଶ୍ରାମ ନେବା ପରେ ପୁଣି ଚାଲିଯାଉଛି। ଖାସ୍‌ କଥା ହେଉଛି, ଏହି ସମୟରେ ସେ ଦୋକାନ ଭିତର…

ଗୋ-ମାତାଙ୍କୁ ପୂଜା କଲେ ଦୂର ହୋଇଥାଏ ଗ୍ରହ ଏବଂ ବାସ୍ତୁ ଦୋଷ , ଜାଣନ୍ତୁ କେମିତି

ସନାତନ ପରମ୍ପରାରେ ଗାଈ, ଗଙ୍ଗା ଏବଂ ଗାୟତ୍ରୀଙ୍କର ଅନେକ ଧାର୍ମିକ ମହତ୍ବ ରହିଛି। ଧର୍ମଶାସ୍ତ୍ର ଅନୁଯାୟୀ ଗୋ-ମାତାଙ୍କ ଶରୀରରେ ୩୩ କୋଟି ଦେବା-ଦେବୀ ରହିଥାନ୍ତି। ଗୋ-ମାତାଙ୍କ ସେବା ବା ପୂଜା କରୁଥିବା ଲୋକମାନଙ୍କ ଉପରେ ଦେବା-ଦେବୀଙ୍କ କୃପା ରହିଥାଏ। ଗୋ-ସେବା କରିବା ଦ୍ବାରା କେବଳ ଏ…