Below header
Browsing Tag

crackers seized

କରଞ୍ଜିଆ NACରେ ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ବାଣ ଜବତ

କରଞ୍ଜିଆ(କେନ୍ୟୁଜ୍): ବେଆଇନ ବାଣ ଗୋଦାମ ଉପରେ ଚଢ଼ାଉ । ଲକ୍ଷାଧିକ ଟଙ୍କାର ବାଣ ଜବତ । ଗତକାଲି ରାତିରେ କରଞ୍ଜିଆ ପୋଲିସ କୌଣସି ସୂତ୍ରରୁ ଖବରପାଇ କରଞ୍ଜିଆ NACରେ ଏକ ବେଆଇନ ବାଣ ଗୋଦାମ ଘରେ ଚଢ଼ାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଗଛିତ ବେଆଇନ ବାଣ ଜବତ କରିଛି କରଞ୍ଜିଆ ପୋଲିସ ।…

ଯାଜପୁର: ବେଆଇନ ବାଣ କାରବାର ଉପରେ ଚଢ଼ାଉ, ୨ ଲକ୍ଷ ମୂଲ୍ୟର ବାଣ ଜବତ, ବ୍ୟବସାୟୀ ଗିରଫ

ଯାଜପୁର ଟାଉନ(କେ ନ୍ୟୁଜ): କୋରୋନା ଜନିତ କଟକଣା ପାଇଁ ସାରା ରାଜ୍ୟରେ ବାଣ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଯାଇଥିବାରୁ ଯାଜପୁର ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଆଜି ପୂର୍ବାହ୍ନରେ ଯାଜପୁର ଥାନା ଖଣ୍ଡରା ପଂଚାୟତ ବାଲିପଦା ଛକରେ ଥିବା ବେଆଇନ ବାଣ ଦୋକାନ ଉପରେ ପୋଲିସ ଚଢ଼ାଉ…

ତାଳଚେର: ହାଟତୋଟା ନିକଟରେ ୨୫ଲକ୍ଷ ଟଙ୍କାର ବାଣ ଜବତ, ୨ ଅଟକ

ତାଳଚେର(କେ ନ୍ୟୁଜ): ତାଳଚେର ହାଟତୋଟା ନିକଟରେ ୨୫ଲକ୍ଷ ଟଙ୍କାର ବାଣ ଜବତ। ବେଆଇନ ଭାବେ ଗଛିତ ଥିବାବେଳେ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇ ବାଣ ଜବତ କରାଯାଇଛି। ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି। ତାଳଚେର ହାଟତୋଟା ନିକଟରେ ଟିମା ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଘରେ ବେଆଇନ ଭାବେ ବିପୁଳ…

ଭଦ୍ରକରେ ବେଆଇନ ବାଣ କାରଖାନା ଜବତ, ଜଣେ ଗିରଫ

ଭଦ୍ରକ (କେନ୍ୟୁଜ୍) : ବେଆଇନ ବାଣ କାରଖାନା ଜବତ, ଜଣେ ଗିରଫ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଚିହ୍ନାମାଳି ଗାଁରେ ବେଆଇନ୍ ଭାବେ ବାଣ ତିଆରି କରୁଥିବା ଦେବେନ୍ଦ୍ର ଜେନାଙ୍କୁ ପୋଲିସ ଗିରଫ କରିଛି । ଗାଁ ଲୋକଙ୍କଠାରୁ ଅଭିଯୋଗ ପାଇବା ପରେ କେନ୍ଦୁଆପଦା ଫାଣ୍ଡି ପୋଲିସ ପହଞ୍ଚି ବାଣ…