Browsing Tag

craker blast

ଜଳେଶ୍ୱର ଥାନା ଭିତରେ ଭୟଙ୍କର ବିସ୍ଫୋରଣ, ୧ କିମି ଦୂର ଯାଏ ଶୁଭିଲା ଶବ୍ଦ

ଜଳେଶ୍ୱର(କେନ୍ୟୁଜ୍) : ଭୟଙ୍କର ବିସ୍ଫୋରଣ। ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନାର ଏକ ପରିତ୍ୟକ୍ତ ପାଇଖାନା ଘରୁ ଶୁଭିଲା ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ଶବ୍ଦ ପ୍ରାୟ ୧ କିମି ଯାଏ ଶୁଣିବାକୁ ମିଳିଥିଲା। ବି‌ସ୍ଫୋରଣ ପ୍ରଭାବରେ ପାଇଖାନାର କବାଟ ଉଡ଼ି…

କେନ୍ଦ୍ରାପଡ଼ାରେ କାର୍ତ୍ତିକେଶ୍ୱର ଭସାଣ ବେଳେ ବାଣ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ାରେ କାର୍ତ୍ତିକେଶ୍ୱର ଭସାଣ ବେଳେ ବାଣ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୨କୁ ବୃଦ୍ଧି। କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ କେନ୍ଦ୍ରାପଡ଼ାର ପିଣ୍ଟୁ ଖାଁ। ବାଣ ବିସ୍ଫୋରଣ ଘଟଣାରେ ଆହତ ୪୦ ଜଣଙ୍କ…

ବାଣରୁ ବିସ୍ଫୋରଣ; ଖସି ପଡିଲା ଘରର ଛାତ, ଜଣେ ଗୁରୁତର

ଚାନ୍ଦବାଲି (କେନ୍ୟୁଜ): ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମତୋ ଦକ୍ଷିଣ ସାହି ଗାଁରେ ଅଗ୍ନିକାଣ୍ଡରେ ଜଣେ ଗୁରୁତର କଟକ ସ୍ଥାନାନ୍ତର। ବିଷ୍ଣୁ ମୋହନ ସାହୁଙ୍କ ଘରେ ଅଚାନକ ବିସ୍ଫୋରଣ ଘଟିଥିଲ। ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ କାନ୍ଥ ଓ ଛାତ ଗଳି ପଡିଥିଲା । ପୋଡି ହୋଇ ଗୁରୁତର ହୋଇଥିବା…

କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ବିସ୍ଫୋରଣ ଟ୍ରାଜେଡି, ଚିକିତ୍ସାଧୀନ ଅବସ୍ଥାରେ କଟକ ଏସ୍‌ସିବିରେ ଜଣଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା(କେନ୍ୟୁଜ୍): କେନ୍ଦ୍ରାପଡ଼ା ବାଲିଆ ବଜାରରେ ବାଣ ବିସ୍ଫୋରଣ ଟ୍ରାଜେଡିରେ ଜଣଙ୍କ ମୃତ୍ୟୁ । କଟକ ଏସ୍‌ସିବିରେ ଚିକିତ୍ସାଧୀନ ବାଣୁଆ ଉଦୟ ଭୋଇଙ୍କ ମୃତ୍ୟୁ ହୋଇଛି । ଉଦୟଙ୍କ ଘର କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବୁହାଳ ଗାଁର । ସେ ପେସାରେ ଜଣେ ବାଣୁଆ । ବାଣ ବିସ୍ଫୋରଣରେ…

ବାଣ ଭିଡୁଥିବା ବେଳେ ହଠାତ୍ ହେଲା ବିସ୍ଫୋରଣ, ଦେଖୁ ଦେଖୁ ଚାଲିଗଲା ଯୁବକଙ୍କ ଜୀବନ

ଛତ୍ରପୁର(କେନ୍ୟୁଜ୍): ବାଣ ଭିଡୁଥିବା ବେଳେ ବିସ୍ଫୋରଣ ଘଟି ଜଣଙ୍କ ମୃତ୍ୟୁ । ମୃତକ ଜଣକ ହେଲେ ଖଲ୍ଲିକୋଟ କରଣ ସାହି ଅରବିନ୍ଦ ନଗରର ଜିତେନ୍ଦ୍ର ପ୍ରଧାନ(୩୦)। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମରେ ରାମାୟଣ ନାଟକ ଥିବାରୁ ଜିତେନ୍ଦ୍ର ନିଜ ଘର ଛାତ ଉପରେ ଆଜି ସକାଳ ପାଖାପାଖି ସାଢେ ୭ଟାରେ ବାଣ…

କେହି ମାନିଲେନି ଗାଇଡଲାଇନ, ଢୋ ‌ଢାରେ ସ୍ବାହା ହେଇଗଲା ପ୍ରାୟ ୧୫ କୋଟି ଟଙ୍କା!

ଭୁବନେଶ୍ୱର(କେନ୍ୟୁଜ୍): କରୋନା ମହାମାରୀ ପାଇଁ ଦୁଇ ବର୍ଷ ହେଲା ଦୀପାବଳିରେ ବନ୍ଦ ଥିଲା ବାଣଫୁଟା। ଯାହାଫଳରେ ଚଳିତବର୍ଷ ଲୋକେ ଏତେ ଉତ୍ସାହିତ ଥିଲେ ଯେ ବାଣଫୁଟା ପାଇଁ କୌଣସ କଟକଣାକୁ ମାନିଲେନାହିଁ। କରୋନା ପାଇଁ ୨ ବର୍ଷ ଖୁସି ମନାଇବାରୁ ବଞ୍ଚିତ ହୋଇଥିବା ଲୋକମାନେ ସଞ୍ଜ ନପୁରୁଣୁ ବାଣ…

ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ୨ ମୃତ

ଭୁବନେଶ୍ୱର(କେନ୍ଯୁଜ୍) :ଦୀପାବଳି ପୂର୍ବରୁ ଅଘଟଣ। ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବନମାଳୀପୁର ନୂଆସାହିରେ ଭୟଙ୍କର ବିସ୍ଫୋରଣ। ବାଣ ବିସ୍ଫୋରଣରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମୃତଦେହ ଦୁଇଟି ଖଣ୍ଡବିଖଣ୍ଡିତ ହୋଇଯାଇଛି। ମୃତକ ହେଉଛନ୍ତି ସ୍ୱାମୀ ଜ୍ଞାନ…

ବାଣ ଭିଡୁଥିବାବେଳେ ବିସ୍ଫୋରଣ, ଅଜା ନାତି ଗୁରୁତର

କଟକ(କେନ୍ଯୁଜ୍) : ବାଣ ଭିଡୁଥିବା ବେଳେ ବିସ୍ଫୋରଣ। ବିସ୍ଫୋରଣରେ ଅଜା ଓ ନାତି ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କଟକ ବଡ ମେଡିକାଲରେ ଭର୍ତ୍ତି କରାଯାଇଛି। କଟକ ଜିଲ୍ଲା କିଶନନଗର ଥାନା ବୋଇଲୋ ଗାଁରେ ଏହି ବିସ୍ଫୋରଣ ହୋଇଛି। ଆଜି ସକାଳୁ ଅଜା ଦେବେନ୍ଦ୍ର ସାମଲ ଓ ନାତି ସମ୍ବିତ ସାମଲ ନିଜ…