Browsing Tag

cricket star

ଟିମ୍ ଇଣ୍ଡିଆର ପୂର୍ବତନ ବୋଲର ପ୍ରବୀଣ କୁମାରଙ୍କ କାର୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଗଲେ ବାପ ଓ ପୁଅ

ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳି ପ୍ରବୀଣ କୁମାର ଦୁର୍ଘଟଣାର ଶିକାର ହୋଇଛନ୍ତି । ମେରଠରୁ ନିଜ ଘରକୁ ଯାଉଥିବା ବେଳେ ତାଙ୍କ କାର ଏକ କ୍ୟାଣ୍ଟର ସହିତ ଧକ୍କା ହୋଇଥିଲା । ଦୁର୍ଘଟଣାରେ ପ୍ରବୀଣ କୁମାର ଅଳ୍ପ ଆହତ ହୋଇଛନ୍ତି । ଦୁର୍ଘଟଣା ସମୟରେ ପ୍ରବୀଣଙ୍କ ସହିତ ତାଙ୍କ ପୁଅ ମଧ୍ୟ ଥିଲେ ।…

ଆଉ ନାହାନ୍ତି ନ୍ୟୁଜିଲାଣ୍ଡର ଏହି ଲୋକପ୍ରିୟ କ୍ରିକେଟର, ତାଙ୍କ ନେତୃତ୍ୱରେ ପାକିସ୍ତାନ ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ…

ନ୍ୟୁଜିଲାଣ୍ଡର ପୂର୍ବତନ ଟେଷ୍ଟ କ୍ରିକେଟର, ଶିକ୍ଷକ, ଲେଖକ ବ୍ରୁସ ଆଲେକ୍ସଜାଣ୍ଡର ଗ୍ରେନଫଲ୍‌ ମୁରେଙ୍କ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କ ବୟସ ୮୨ ବର୍ଷ ହୋଇଥିଲା । ୧୦ ଜାନୁଆରୀ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କ୍ରିକେଟ ଜବତରେ ବ୍ରୁସ ମୁରେ ନାମରେ ବେଶ୍‌ ପରିଚିତ…

ବିବାହ ପରେ ସ୍ତ୍ରୀଙ୍କ ସ୍କୁଟି ପଛରେ ବସି ରାଇଡ୍‌ର ମଜା ନେଲେ ଏହି କ୍ରିକେଟର

ଭାରତର ଘରୋଇ କ୍ରିକେଟ୍‌ ଷ୍ଟାର୍‌ ତଥା ଅଲ୍‌ରାଉଣ୍ଡର କୃଷ୍ଣପ୍ପା ଗୌତମ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ନିଜ ଗାର୍ଲଫ୍ରେଣ୍ଡ ଅର୍ଚ୍ଚନା ସୁନ୍ଦରଙ୍କ ହାତ ଧରିଛନ୍ତି। ସୟଦ ମୁଶତାକ୍‌ ଅଲ୍ଲୀ ଟ୍ରଫିର ଟାଇଟଲ ମ୍ୟାଚ୍‌ରେ ଗୌତମ ଶେଷ ଓଭରରେ ବଢ଼ିଆ ବୋଲିଂ କରି ନିଜ ଟିମ୍‌ କର୍ନାଟକକୁ…