Below header
Browsing Tag

crime branch

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ୬ଜଣଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି (କେନ୍ୟୁଜ) : ACF ସୌମ୍ୟରଞ୍ଜନଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ଆକ୍ସନ ମୋଡ୍‌ରେ କ୍ରାଇମବ୍ରାଞ୍ଚ। ୬ଜଣଙ୍କୁ ଘନ ଘନ ଜେରା କରୁଛି ଟିମ୍‌। ରୋଷେୟା ମନ୍ମଥ କୁମ୍ବ, ଦୁଇ ACF କେଭି ଭାଷ୍କର ରାଓ ଓ ଗୌରୀ ରଥ, ୨ଜଣ ୱାଚ୍‌ମ୍ୟାନ୍‌ ଓ ଜଣେ ଗାର୍ଡଙ୍କୁ କ୍ରାଇମ୍‌ବ୍ରାଞ୍ଚ ଜେରା…

ପିହୁ ଉଦ୍ଧାର ପାଇଁ ନିଆଯିବ କ୍ରାଇମବ୍ରାଞ୍ଚ ସହାୟତା

କେନ୍ୟୁଜ ବ୍ୟୁରୋ : କ୍ରାଇମବ୍ରାଞ୍ଚ ସହାୟତାରେ ପିହୁର ଉଦ୍ଧାର କରାଯିବ। ଯାଜପୁର ମଧୁସୂଦନପୁରର ନିଖୋଜ ଶିଶୁ କନ୍ୟା ପିହୁ ନିଖୋଜ ରହିଛି। ପିହୁର ଗାଁ ପରିଦର୍ଶନ କରି ଏହା କହିଛନ୍ତି ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ। ପିହୁର ଉଦ୍ଧାର ପାଇଁ ଗୃହ ସଚିବ ଏବଂ…

କ୍ରାଇମବ୍ରାଞ୍ଚ ଦ୍ୱାରା ପ୍ରଦୀପ ପାଣିଗ୍ରାହୀ ଗିରଫ,ସାଇବର ପୋଲିସ ଷ୍ଟେସନରେ ହୋଇଥିବା ମାମଲାରେ ତାଙ୍କ ବିରୋଧରେ…

କେନ୍ୟୁଜ୍(ବ୍ୟୁରୋ):  ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ । ସାଇବର ପୋଲିସ ଷ୍ଟେସନରେ ହୋଇଥିବା ମାମଲାରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଫରୱାର୍ଡ କରାଯାଇଛି । ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ପାଇଁ…

ଜଳେଶ୍ୱରରେ ବ୍ରାଉନସୁଗାର କାରବାର ଲିଙ୍କକୁ ନେଇ କ୍ରାଇମବ୍ରାଞ୍ଚ STFର ଚଢାଉ, ୮ଜଣଙ୍କୁ ଉଠାଇନେଲେ

ଜଳେଶ୍ୱର: ଜଳେଶ୍ୱରରେ କ୍ରାଇମବ୍ରାଞ୍ଚ STFର ଚଢାଉ । ୮ଜଣଙ୍କୁ ଉଠାଇନେଲା STF । ବ୍ରାଉନସୁଗାର କାରବାର ଲିଙ୍କ୍‌ ଅଭିଯୋଗରେ ଜଳେଶ୍ୱରରେ ଚଢାଉ ଚାଲିଛି । ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର, ଶାସନବାର୍ଡ ଓ ଶେଖବାର୍ଡ ଅଞ୍ଚଳରୁ ମୋଟ ୮ଜଣଙ୍କୁ ଗିରଫ କରାଯାଇଛି । ଜଳେଶ୍ୱର କ୍ରାଇମବ୍ରାଞ୍ଚ…

ଇନଫୋସିଟି ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର: ଇନଫୋସିଟି ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଘଟଣା । ମାମଲାରେ କ୍ରାଇମବ୍ରାଞ୍ଚ କରିବ ତଦନ୍ତ । ରାଜ୍ୟ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି । କମିଶନରେଟ ପୋଲିସ ଠାରୁ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ନେଇଛି । ମାମଲା ସମ୍ପର୍କୀତ ସମସ୍ତ କାଗଜପତ୍ର କମିଶନରେଟ ପୋଲିସ ଠାରୁ ନେଲା…

ଅଫିସରେ ଠକେଇ କରି ଯୁବତୀ, ପ୍ରେମିକଙ୍କ ଘରଲୋକଙ୍କୁ ଟ୍ରାନ୍ସଫର କରିଥିଲେ ୨୪ ଲକ୍ଷ ଟଙ୍କା ! ୯ ଲକ୍ଷରେ କାର କିଣି ଅୟେସ…

ଅହମ୍ମଦାବାଦ କ୍ରାଇମ ବ୍ରାଞ୍ଚ ଏକ ଘରୋଇ ଅଫିସରେ କାମ କରୁଥିବା ଜଣେ ଯୁବତୀ ଓ ତାଙ୍କ ବୟଫ୍ରେଣ୍ଡଙ୍କୁ ଠକେଇ ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତା ଯୁବତୀ କଲସ କମ୍ପାନୀର ଅଲଗା ଅଲଗା ପାର୍ଟିର ମୋଟ ୨୪ ଲକ୍ଷ ଟଙ୍କା ପ୍ରେମିକ ସୁରେଶ ଏବଂ ତାଙ୍କ ପରିବାର ଲୋକଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର…

ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାର ଖୋଲିବ ରହସ୍ଯ, ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ପୋଲିସ…

ଭୁବନେଶ୍ବର: ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା। ମାମଲାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି । ଟ୍ଵିଟ୍‌ କରି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଡିଜି । ମାମଲାର ତଦନ୍ତ କରୁଥିଲା ଭୁବନେଶ୍ୱର GRP । ତେବେ ମୃତ୍ୟୁର ମାସେ ପୁରିବାକୁ ବସିଲାଣି ହେଲେ…

ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା, କ୍ରାଇମ୍‌ବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ…

ରାଉରକେଲା : ରାଉରକେଲା ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣା ।  ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ ଡିଜି। ଆଜି ସୁନ୍ଦରଗଡ଼ ଯାଇ ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ ଟିମ୍‌। ଏନେଇ ଟ୍ଵିଟ୍‌ ଯୋଗେ ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।…

ବିଦେଶୀ ସେକ୍ସ ର‍୍ୟାକେଟ ଘଟଣା:ଗିରଫ ବାଂଲାଦେଶୀ ଦମ୍ପତି ଆଜି କୋର୍ଟରେ ହେବେ ହାଜର, ରିମାଣ୍ଡରେ ନେବାକୁ ଆବେଦନ କରିବ…

ଭୁବନେଶ୍ୱର(କେନ୍ୟୁଜ୍): ବିଦେଶୀ ସେକ୍ସ ର‍୍ୟାକେଟର ଖୋଲିବ ଗୁମର । କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ ବନ୍ଧା ହୋଇଥିବା ବାଂଲାଦେଶୀ ଦମ୍ପତି ଅଞ୍ଜଳି ଦିଦି ଓ ତାର ସ୍ୱାମୀ ଇବ୍ରାହିମ୍‌କୁ ଆଜି କୋର୍ଟରେ ହାଜର କରାଯିବ । ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ…

ଘଙ୍ଗାପାଟଣା ଜମି ଦୁର୍ନୀତି ଘଟଣା, କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍

ଘଙ୍ଗାପାଟଣା (କେନ୍ୟୁଜ୍) : କ୍ରାଇମବ୍ରାଞ୍ଚ ଅତିରିକ୍ତ ଡିଜିଙ୍କୁ ଲୋକାୟୁକ୍ତଙ୍କ ନୋଟିସ୍ । ଘଙ୍ଗାପାଟଣା ଜମି ଦୁର୍ନୀତି ଘଟଣାରେ ସଂପୂର୍ଣ୍ଣ ରିପୋର୍ଟ ପ୍ରଦାନ କରିବାକୁ ନୋଟିସ୍ ଜାରି କରାଯାଇଛି । ଆସନ୍ତା ଅକ୍ଟୋବର ୧୭ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି । ୨୦୧୪…

କ୍ରାଇମବ୍ରାଞ୍ଚ ଏସଟିଏଫରେ ହାଜର ହେଲେ ଖୋର୍ଦ୍ଧା ଥାନା ଆଇଆଇସି, ଖଣି ମାଫିଆଙ୍କ ସହ ସଂପର୍କ ନେଇ ହୋଇଥିଲା ନୋଟିସ୍

ଖୋର୍ଦ୍ଧା(କେନ୍ୟୁଜ୍) : କ୍ରାଇମବ୍ରାଞ୍ଚ ଏସଟିଏଫରେ ହାଜର ହେଲେ ଖୋର୍ଦ୍ଧା ଥାନା ଆଇଆଇସି ବିକ୍ରମ ଜେନା। ଖୋର୍ଦ୍ଧାରେ ବେଆଇନ ପଥର ଖଣି ମାଫିଆଙ୍କ ସହ ସଂପର୍କ ନେଇ ତାଙ୍କୁ ଏସଟିଏଫ ନୋଟିସ ହୋଇଥିଲା। ବ୍ୟକ୍ତିଗତ ଭାବେ ହାଜର ପାଇଁ ହୋଇଥିଲା ନୋଟିସ। ପୋଲିସ ବିଭାଗରେ ଉଲ୍ଲେଖନୀୟ ସେବା ପାଇଁ…