ଜଳେଶ୍ୱରରେ ବ୍ରାଉନସୁଗାର କାରବାର ଲିଙ୍କକୁ ନେଇ କ୍ରାଇମବ୍ରାଞ୍ଚ STFର ଚଢାଉ, ୮ଜଣଙ୍କୁ ଉଠାଇନେଲେ

ଜଳେଶ୍ୱର: ଜଳେଶ୍ୱରରେ କ୍ରାଇମବ୍ରାଞ୍ଚ STFର ଚଢାଉ । ୮ଜଣଙ୍କୁ ଉଠାଇନେଲା STF । ବ୍ରାଉନସୁଗାର କାରବାର ଲିଙ୍କ୍‌ ଅଭିଯୋଗରେ ଜଳେଶ୍ୱରରେ ଚଢାଉ ଚାଲିଛି ।

ଜଳେଶ୍ୱର ଥାନା ଅନ୍ତର୍ଗତ ରାଜପୁର, ଶାସନବାର୍ଡ ଓ ଶେଖବାର୍ଡ ଅଞ୍ଚଳରୁ ମୋଟ ୮ଜଣଙ୍କୁ ଗିରଫ କରାଯାଇଛି । ଜଳେଶ୍ୱର କ୍ରାଇମବ୍ରାଞ୍ଚ STF ଓ ପୁରୀ ପୋଲିସ ସ୍ପେଶାଲ ସ୍ୱାର୍ଡ ମିିଳିତ ଚଢାଉ କରିଥିଲା । ଗତ ଶନିବାର ଭୁବନେଶ୍ୱରରୁ ବ୍ରାଉନ୍‌ ସୁଗାର କିଙ୍ଗପିନ୍‌ ସେକ୍‌ ହସିମ୍‌ ବକ୍ସକୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ STF ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.