Browsing Tag

crime branch

ବାଲିଅନ୍ତା ବର୍ବରକାଣ୍ଡ, ଅନ୍ୟତମ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ବାଲିଅନ୍ତା ବର୍ବର କାଣ୍ଡ ଘଟଣାରେ ଆଉ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଗିରଫ ବ୍ୟକ୍ତି ହେଲେ ପ୍ରଦୀପ ମଙ୍ଗରାଜ । ବେଣୁପୁରରେ ତାର ଘର । ତାକୁ ଢେଙ୍କାନାଳରୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ । ଏହାକୁ ମିଶାଇ ଗିରଫ ସଂଖ୍ୟା ୧୮ରେ ପହଁଚିଛି । ଗତ ୭ ତାରିଖରେ ବାଲିଅନ୍ତା ଭିଡ଼…

ରାଜକନିକାରେ ନାବାଳିକାକୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ରାଜକନିକା: ରାଜକନିକା ଲଜ୍ଜାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏହା ଏକ ଅତି ଜଘନ୍ୟ ଓ ସମ୍ବେଦନଶୀଳ ଘଟଣା । ରେୟାରେଷ୍ଟ ଅଫ୍ ରେୟାର କେସ୍ । ସେଥିପାଇଁ ମାମଲା CAWକୁ ହସ୍ତାନ୍ତର କରାଯାଇଛି । ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ କରିଛି କ୍ରାଇମବ୍ରାଞ୍ଚ ।…

ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା, ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସଙ୍କୁ ରିମାଣ୍ଡରେ ଆଣି ଘାଣ୍ଟୁଛି…

ଭୁବନେଶ୍ୱର : କ୍ରାଇମବ୍ରାଞ୍ଚ ରିମାଣ୍ଡରେ ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାର ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି । ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସଙ୍କୁ ୫ଦିନିଆ ରିମାଣ୍ଡରେ ଆଣି ଘାଣ୍ଟୁଛି କ୍ରାଇମବ୍ରାଞ୍ଚ । ଉଭୟଙ୍କୁ ପୃଥକ ପୃଥକ ଜେରା କରିବା ସହ ମୁହାମୁହିଁ ଜେରା କରୁଛି…

ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲା, ଶଙ୍କର ପୃଷ୍ଟି ଓ ଅରବିନ୍ଦ ଦାସକୁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ପୋଲିସ ଏସଆଇ ପରୀକ୍ଷା ଜାଲିଆତି ମାମଲାରେ ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଓ ଦଲାଲ ଅରବିନ୍ଦ ଦାସକୁ ରିମାଣ୍ଡ। ଅଧିକ ପଚରାଉଚରା ପାଇଁ ୫ ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ । ଜେଏମଏଫସି ରୁରାଲ କୋର୍ଟ ଶଙ୍କର ଓ ଅରବିନ୍ଦଙ୍କୁ ଦେଲେ ରିମାଣ୍ଡ । ଗତକାଲି କ୍ରାଇମବ୍ରାଞ୍ଚ…

SI ପରୀକ୍ଷା କେଳେଙ୍କାରୀ ମାମଲା : ସିବିଆଇକୁ କେସ ରେକର୍ଡ ହସ୍ତାନ୍ତର କରିବ କ୍ରାଇମବ୍ରାଞ୍ଚ

ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ କେବେ ଆରମ୍ଭ ହେବ ସିବିଆଇ ତଦନ୍ତ । ସିବିଆଇକୁ ତଦନ୍ତ ଦାୟିତ୍ବ ଦିଆଯାଇଛି ।  କିନ୍ତୁ ମାମଲାରେ ଖୋଳତାଡ଼ ଆରମ୍ଭ କରିନି ସିବିଆଇ । କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ସିବିଆଇ ଅଧିକାରୀମାନେ ଆସିଲେ ଆମେ ସେମାନଙ୍କୁ କେସ ରେକର୍ଡ…

ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା, ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟିକୁ ଖୋଜୁଛି କ୍ରାଇମବ୍ରାଞ୍ଚ

ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀରେ କ୍ରାଇମବ୍ରାଞ୍ଚର ତନାଘନା ତଦନ୍ତ । ମୁଖ୍ୟ କାର୍ପଟଦାର ଶଙ୍କର ପୃଷ୍ଟିକୁ ଖୋଜୁଛି କ୍ରାଇମବ୍ରାଞ୍ଚ । ଶଙ୍କରର ସମ୍ପତ୍ତି ଦେଖି କ୍ରାଇମବ୍ରାଞ୍ଚ ତାଜୁବ । ପଞ୍ଚସଫ୍ଟ କମ୍ପାନୀର ଅନୁସନ୍ଧାନ ସମୟରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି…

୨ଟି ମଡ୍ୟୁଲରେ ହୋଇଥିଲା ପୋଲିସ SI ନିଯୁକ୍ତି ପରୀକ୍ଷା ସ୍କାମ, ଦିଲ୍ଲୀରେ ରହି ନିୟନ୍ତ୍ରଣ କରୁଥିଲା ଶଙ୍କର ପୃଷ୍ଟି

ଭୁବନେଶ୍ୱର : ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ନେଇ କାମ କରୁଥିଲା ବଡ଼ କ୍ରାଇମ ସିଣ୍ଡିକେଟ୍ ।  SI ନିଯୁକ୍ତି ପରୀକ୍ଷା ଜାଲିଆତି ତଦନ୍ତରୁ ହୋଇଛି ପର୍ଦ୍ଦାଫାସ । ଜଣା ପଡ଼ିଛି, ଦୁଇଟି ମଡ୍ୟୁଲରେ ହୋଇଥିଲା ପୋଲିସ SI ନିଯୁକ୍ତି ପରୀକ୍ଷା ସ୍କାମ । ଗୋଟିଏ ବିଜୟନଗରମ ମଡୁଲ ଓ ଅନ୍ୟଟି ଦୀଘା ମଡୁଲ ।…

ପୋଲିସ ଏସ ଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ, ଫେରାର ଅଭିଯୁକ୍ତଙ୍କ ବିରୁଦ୍ଧରେ କ୍ରାଇମବ୍ରାଞ୍ଚ ଜାରି କଲା ଲୁକ୍…

ଭୁବନେଶ୍ୱର : ଏସ୍ ଆଇ ପରୀକ୍ଷା କେଳେଙ୍କାରୀ । କ୍ରାଇମବ୍ରାଞ୍ଚ ପକ୍ଷରୁ ଲୁକ୍ ଆଉଟ୍ ସର୍କୁଲାର ଜାରି । ଓଡ଼ିଶା ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ସମ୍ପୃକ୍ତ ଉଭୟ ଶଙ୍କର ପୃଷ୍ଟି ଓ ଖାସ୍ ସହଯୋଗୀ ମୁନା ମହାନ୍ତି ବିରୋଧରେ ସର୍କୁଲାର ଜାରି ହୋଇଛି । ଦେଶ ଛାଡ଼ି ପାରିବେନି…

ପୋଲିସ SI ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲା, ପଞ୍ଚମ ଦଲାଲ ଅରବିନ୍ଦ ଦାସକୁ ଗରିଫ କଲା କ୍ରାଇମବ୍ରାଞ୍ଚ

ବାଲେଶ୍ବର : ପୋଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ପଞ୍ଚମ ଦଲାଲ ଗିରଫ।  ବାଲେଶ୍ବର ସିଂଲା ଥାନା ଅନ୍ତର୍ଗତ ନବରା ଗାଁର ଅରବିନ୍ଦ ଦାସଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ। ତାଙ୍କୁ ପଚରାଉଚରା ପରେ ଗିରଫ କରାଯାଇଛି। ତାଙ୍କ ଲିଙ୍କ୍ ର ପ୍ରମାଣ ମିଳିଛି। ପୋଲିସ ଏସଆଇ ପରୀକ୍ଷା ଦୁର୍ନୀତିରେ…

ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା ଜାଲିଆତିର ଖୋଲୁଛି ଗୁମର, ଘଟଣାର କିଙ୍ଗପିନ୍ ଶଙ୍କର ପୃଷ୍ଟିକୁ ଖୋଜୁଛି…

ଭୁବନେଶ୍ୱର : ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀର ଖୋଲୁଛି ଗୁମର । ଘଟଣାର କିଙ୍ଗପିନ୍ ଶଙ୍କର ପୃଷ୍ଟିକୁ ଖୋଜୁଛି କ୍ରାଇମବ୍ରାଞ୍ଚ । କେବେ ଧରାପଡିବ ମାଷ୍ଟରମାଇଣ୍ଡ ? ପଞ୍ଚସଫ୍ଟ ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ୍ ଅଫିସରୁ କାଗଜପତ୍ର ଓ ହାର୍ଡଡିସ୍କ ଜବତ ହୋଇଛି । ଅନେକ ଡିଜିଟାଲ…

ପୋଲିସ SI ପରୀକ୍ଷା କେଲେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ, ମିଳିନି ମାଷ୍ଟର ମାଇଣ୍ଡର ପତ୍ତା

ବ୍ରହ୍ମପୁର: ପୋଲିସ SI ପରୀକ୍ଷା କେଲେଙ୍କାରୀ ମାମଲାରେ କ୍ରାଇମବ୍ରାଞ୍ଚର ବଡ଼ କାର୍ଯ୍ୟାନୁଷ୍ଠାନ ।   ରାକେଟରେ ମାଳ ମାଳ ଦଲାଲ ଥିବା ତଦନ୍ତ ବେଳେ ଜାଣିବାକୁ ପାଇଛି ତଦନ୍ତକାରୀ ଟିମ୍ । ହେଲେ ଏ ଗୋଲକଧନ୍ଦାର କିଏ ମାଷ୍ଟର ମାଇଣ୍ଡ ତାର ଟେର ପାଇନି କ୍ରାଇମବ୍ରାଞ୍ଚ ।  ସେପଟେ ମାମଲାରେ…

ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: କେସ୍ ଡାଏରୀ ଦାଖଲ ପାଇଁ ସମୟ ନେଲା କ୍ରାଇମ୍‌ବ୍ରାଞ୍ଚ

କଟକ: ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ୮ ଜଣଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି କ୍ରାଇମ୍‌ବ୍ରାଞ୍ଚ ।  ଏହି ମାମଲାରେ ଆଜି କେସ୍ ଡାଏରୀ ଦାଖଲ ପାଇଁ ସମୟ ନେଲା କ୍ରାଇମ୍‌ବ୍ରାଞ୍ଚ । କଟକ ଏଡିଜେ କୋର୍ଟଙ୍କ ଶୁଣାଣି ବେଳେ ସମୟ ନେଲା କ୍ରାଇମବ୍ରାଞ୍ଚ । ସମସ୍ତ ଅଭିଯୁକ୍ତଙ୍କ ଜାମିନ ଆବେଦନ…