Browsing Tag

crime branch

ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା; ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ, ଦମ୍ପତିଙ୍କ ସମେତ ଗାଇଡ୍‌ଙ୍କୁ ଜେରା

(କେନ୍ୟୁଜ): ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ନେଇ ଆକ୍ସନ୍ ମୋଡ଼ରେ କ୍ରାଇମବ୍ରାଞ୍ଚ । କେମିତି ଓ କେଉଁ ପରିସ୍ଥିତିରେ ରାୟଗଡ଼ାରେ ରୁଷ୍‌ର କୋଟିପତି ସାଂସଦ ପାଭେଲ୍‌ ଆଣ୍ଟୋଭ ଓ ତାଙ୍କ ବନ୍ଧୁଙ୍କର ମୃତ୍ୟୁ ହେଲା ? ପୁଟିନଙ୍କ ସମାଲୋଚକ ପାଭେଲ୍‌ଙ୍କର ଓ଼ଡ଼ିଶାରେ ଅସ୍ୱାଭାବିକ…

କ୍ରାଇମବ୍ରାଞ୍ଚ ଏସଟିଏଫ୍‌ର ବାର୍ଷିକ ରିପୋର୍ଟ: ୭୫ ମାମଲାରେ ହୋଇଛନ୍ତି ୧୩୩ ଗିରଫ

ଭୁବନେଶ୍ବର(କେନ୍ୟୁଜ୍):କ୍ରାଇମବ୍ରାଞ୍ଚ ଏସଟିଏଫ୍‌ର ବାର୍ଷିକ ରିପୋର୍ଟ । ଚଳିତ ବର୍ଷ ୭୫ ଟି ମାମଲା ରୁଜୁ କରିଛି ଏସ୍‌ଟିଏଫ୍‌ । ୭୫ ଟି ମାମଲାରେ ୧୩୩ ଜଣଙ୍କୁ ଗିରଫ କରାଯାଇଛି । ଫୋକସରେ ଥିଲା ନିଶା କାରବାର, ବନ୍ୟପ୍ରାଣୀ ସ୍ମଗଲିଂ ସହ ଜାଲନୋଟ କାରବାର । ଚଳିତ ବର୍ଷ ୨୨ କେଜି ବ୍ରାଉନ…

କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ମାଡିବସିଲା କ୍ରାଇମବ୍ରାଞ୍ଚ STF, ମାଫିଆ ବୀରେନ ମିତ୍ର ନାୟକ ଗିରଫ

କେନ୍ୟୁଜ୍(ବ୍ୟୁରୋ): STF କବ୍‌ଜାରେ ବନ୍ୟପ୍ରାଣୀ ମାଫିଆ। କଲରାପତରିଆ ବାଘ ଛାଲ ଡିଲ୍‌ ବେଳେ ଧରାପଡିଲା ବନ୍ୟପ୍ରାଣୀ ମାଫିଆ ବୀରେନ ମିତ୍ର ନାୟକ। ଏସ୍‌ଟିଏଫ୍‌ ଓ ଟିକାବାଲି ଫରେଷ୍ଟ ଅଫିସର ମିଳିତ ଭାବେ ଚଢାଉ କରି ବୀରେନଙ୍କୁ ଧରିଛନ୍ତି। କନ୍ଧମାଳ ଜିଲ୍ଲା ବ୍ରାହ୍ଣଣୀପଡ଼ା ଗାଁ ନିକଟରୁ…

କ୍ରାଇମବ୍ରାଞ୍ଚ STF କବଜାରେ ବଡ଼ ଧରଣର ଜାଲ ନୋଟ୍‌ ରାକେଟ, ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କର ଜାଲ୍‌ ନୋଟ୍‌ ଜବତ

କେନ୍ୟୁଜ୍(ବ୍ୟୁରୋ): କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ବଡ଼ ଧରଣର ଜାଲ ନୋଟ୍‌ ରାକେଟ୍‌ । ୧୪ ଲକ୍ଷ ୨୯ ହଜାର ୫୦୦ ଟଙ୍କର ଜାଲ୍‌ ନୋଟ୍‌ ଜବତ କରିଛି ଏସ୍‌ଟିଏଫ୍‌ । ମାମଲାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପଟ୍ଟୁ ଯାଦବ ଓ ବଳରାମ ମେହେର । ବରଗଡ଼ ଜିଲ୍ଲା…

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲା: କ୍ରାଇମବ୍ରାଞ୍ଚର ମାରାଥନ୍‌ ଜେରା, ମିଳିଲା ନୂଆ ସୁରାକ୍‌ !

ଭଦ୍ରକ (କେନ୍ୟୁଜ): କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚର ଚାଲିଛି ମାରାଥନ୍‌ ଜେରା। ତୃତୀୟ ଦିନରେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ନୂଆ ସୁରାକ୍‌। ମର୍ଡର ମିଷ୍ଟ୍ରିରେ କ୍ରାଇମବ୍ରାଞ୍ଚ ହାତରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଲାଗିଛି। କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ…

ମାନସ ସ୍ୱାଇଁ ହତ୍ୟା ମାମଲା: ପ୍ରାୟ ୪ ଘଣ୍ଟାର ଖୋଳତାଡ଼ ପରେ ଶର୍ମିଷ୍ଠାଙ୍କ ଦୟାଲ ଆଶ୍ରମ ସିଲ୍‌ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର (କେନ୍ୟୁଜ୍‌) : ସିଲ୍‌ ହେଲା ଭୁବନେଶ୍ୱରର ଦୟାଲ ଆଶ୍ରମ। କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆଶ୍ରମରେ ତଦନ୍ତ କରି କ୍ରାଇମବ୍ରାଞ୍ଚ ଆଶ୍ରମ ସିଲ୍‌ କରିଛି। ପ୍ରାୟ ୪ଘଣ୍ଟାର ଖୋଳତାଡ଼ ପରେ ଆଶ୍ରମ ସିଲ୍‌ କରି ଫେରିଛି ତଦନ୍ତକାରୀ ଟିମ୍‌। ହତ୍ୟାରେ ବ୍ୟବହୃତ ବାଡ଼ି…

ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ, ନିର୍ଦ୍ଦେଶ ଦେଲେ ଡିଜିପି

ଭୁବନେଶ୍ବର(କେନ୍ୟୁଜ୍):  ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଘଟଣାର ଗୁରୁତ୍ୱ ଓ ଏକାଧିକ ଜିଲ୍ଲାର ସଂପୃକ୍ତି ଥିବାରୁ କ୍ରାଇମବ୍ରାଞ୍ଚକୁ ତଦନ୍ତ ଭାର ଦିଆଯାଇଛି। ଚିପ୍‌…

୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ, ନିଜ ଆଡୁ ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର(କେନ୍ଯୁଜ୍): ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ । ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା କ୍ରାଇମବ୍ରାଞ୍ଚ । ୨୦୧୭ରେ ଆକାଶ ମହୁରିଆ ନାମକ ଜଣେ ଯୁବକଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ନେଇ ମାମଲା ରୁଜୁ ହୋଇଛି । ୪ ପୋଲିସ ଅଧିକାରୀ ହେଲେ ଜୟପୁର ଟାଉନ…

ପୁରୀର ITDC ହୋଟେଲ ନୀଳାଚଳ ଅଶୋକ ବିକ୍ରି ପାଇଁ ୧୫ କୋଟିର ଫେକ୍‌ ଏଗ୍ରିମେଣ୍ଟ, କ୍ରାଇମବ୍ରାଞ୍ଚ EOW ଦ୍ବାରା ଜଣେ…

ପୁରୀ(କେନ୍ୟୁଜ୍):  ପୁରୀର ITDC ହୋଟେଲ ନୀଳାଚଳ ଅଶୋକ ବିକ୍ରୀ ପାଇଁ ୧୫ କୋଟିର ଫେକ୍‌ ଏଗ୍ରିମେଣ୍ଟ । ଅଭିଯୁକ୍ତ ଅନିକେଶ ସାହୁ କଟକ ବକ୍ସିବଜାରରୁ ଗିରଫ । ଗିରଫ କଲା କ୍ରାଇମବ୍ରାଞ୍ଚ EOW । ଏହି ମାମଲାରେ ମାଷ୍ଟରମାଇଣ୍ଡ ଚନ୍ଦନ ଆକାଶ ମହାନ୍ତି ପୂର୍ବରୁ ଅନ୍ୟ ଏକ ମାମଲାରେ ଗିରଫ ହୋଇ…

ଗୁପ୍ତଚରଙ୍କ ଠାରୁ ସତ ଉଗାରୁଛି କ୍ରାଇମବ୍ରାଞ୍ଚ: ପ୍ରଥମେ ଫେସବୁକରେ ସମ୍ପର୍କ ଓ ତାପରେ ଚାଟିଂ, ଅଶ୍ଲୀଳ…

ବାଲେଶ୍ୱର(କେନ୍ଯୁଜ୍): ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଖୋଲିବାରେ ଲାଗିଛି ଗୁମର । ଜଣେ ନୁହେଁ ଏକାଧିକ ଯୁବତୀଙ୍କ ହନିଟ୍ରାପର ଶିକାର ହୋଇଥିଲେ ଏହି କର୍ମଚାରୀ। ଆଜି ଦ୍ୱିତୀୟ ଦିନ ପାଇଁ କ୍ରାଇମବ୍ରାଞ୍ଚ ଜେରାର ସମ୍ମୁଖୀନ ହେବେ…

ପାରଳାଖେମୁଣ୍ଡି ଥାନାରେ ହାଜର ହେଲେ ଗଜପତି DFO, ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌

ପାରଳାଖେମୁଣ୍ଡି(କେନ୍ଯୁଜ୍): ପାରଳାଖେମୁଣ୍ଡି ଥାନାରେ ହାଜର ହେଲେ ଗଜପତି DFO। ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌। ଘଟଣାଦିନ କ’ଣ ହୋଇଥିଲା, କେମିତି ପୋଡ଼ି ହେଲେ ସୌମ୍ୟରଞ୍ଜନ । ସେନେଇ ତଥ୍ୟ ଓଗାରିବେ ତଦନ୍ତକାରୀ ଅଧିକାରୀ। ସୌମ୍ୟ ମୃତ୍ୟୁ ମାମଲାରେ…

ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା: ଚତୁର୍ଥ ଦିନରେ ଆଉ ୨ ଜଣଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି (କେନ୍ୟୁଜ): ପାରଳା ଏସିଏଫ୍‌ ସୌମ୍ୟଙ୍କ ମୃତ୍ୟୁ ରହସ୍ୟର ଖିଅ ଖୋଜୁଛି କ୍ରାଇମବ୍ରାଞ୍ଚ । ଆଜି ଚତୁର୍ଥ ଦିନରେ ଆଉ ୨ ଜଣଙ୍କୁ ଜେରା ଚାଲିଛି। ପାରଳାଖେମୁଣ୍ଡି ଥାନାର ଏକ ସ୍ୱତନ୍ତ୍ର କୋଠରୀରେ ଜଣେ ମାଳି ଓ ଜଗୁଆଳୀଙ୍କୁ ପଚରାଉଚରା କରୁଛି ଟିମ୍‌। ଗତକାଲି ତୃତୀୟ ଦିନ ତଦନ୍ତରେ…