Browsing Tag

crime in odia

ଛିଃ ଲଜ୍ଜା! ସାମାନ୍ୟ ଶାରୀରିକ ସୁଖ ପାଇଁ ଜେଜେମା ବୟସର ବୃଦ୍ଧାଙ୍କୁ ବଳାତ୍କାର କଲା ପଡ଼ୋଶୀ

ଯୁବତୀ ଓ କୁନି ଝିଅଙ୍କ ପରେ ଏବେ ଦେହ ଲୋଭୀ ରାକ୍ଷସଙ୍କ ନଜର ବୃଦ୍ଧାଙ୍କ ଉପରେ। ଟିକେ ଦେହ ସୁଖ ପାଇଁ ଜେଜେମା ବୟସ ବୃଦ୍ଧାଙ୍କୁ ବି ଛାଡ଼ିଲାନି ପିଶାଚ। ବୟସର ଅପରାହ୍ନରେ ପହଞ୍ଚିଥିବା ଜେଜେମାର ଶରୀରକୁ ଖିନ୍‌ଭିନ୍‌ କରି ଖାଇଗଲା ପାଖପଡ଼ିଶା ଘରର ଯୁବକ। ଏଭଳି ଲଜ୍ଜାଜନକ ଘଟଣା ଦେଖିବାକୁ…

ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ଜଙ୍ଗଲରେ ତଣ୍ଟି ଚିପି ହତ୍ୟା କରିଥିଲା ସ୍ୱାମୀ, ପାଞ୍ଚ ବର୍ଷ ପରେ ଫେରି ମାନିଲା ସବୁ…

ଭଞ୍ଜନଗର(କେ.ନ୍ୟୁଜ): ସନ୍ଦେହର ପରିଣାମ ସବୁବେଳେ ହୋଇଥାଏ ଭୟଙ୍କର । ଏହି ସନ୍ଦେହ ଯୋଗୁ ମଣିଷ କେତେବେଳେ କିଛି ବି ଘଟାଇପାରେ। ଏମିତିକି ନିଜ ଲୋକର ଜୀବନ ବି ନେଇପାରେ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ଝାଲିଆଗୋଛା ଗାଁରେ। ଗାଁର ରାଜୁ…

ଛିଃ ଇଏ କି ପ୍ରେମ! ପ୍ରେମିକା ଶରୀରର ୯ଟି ଜାଗାରେ ଜବରଦସ୍ତି ନିଜ ନାଁର ଟାଟୁ କରି ପ୍ରେମ ଜାହିର କଲା ପାଗଳ ପ୍ରେମିକ

ପ୍ରେମରେ ଦୁଇ ଜଣ ଲୋକ ପରସ୍ପରର ସହମତିରେ ଏକାଠି ରହିଥାନ୍ତି। ସମ୍ମାନ କରିଥାନ୍ତି ଓ ଯତ୍ନ ନେଇଥାନ୍ତି। କୁହାଯାଏ ଯେ ପ୍ରେମିକ ପ୍ରେମିକା ନିଜ ପୂର୍ବରୁ ପାର୍ଟନରଙ୍କ କଥା ଚିନ୍ତା କରନ୍ତି ଓ ଖୁସିର ଧ୍ୟାନ ରଖିଥାନ୍ତି। କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଏହି ସୁଖ ନଥାଏ। ନର୍ଥଆମ୍ପଟନ୍‌ରେ…

ଛିଃରେ ମଣିଷ! ନିଜର ଛୁଆ ହେଲାନି ବୋଲି ପ୍ରଥମ ପତ୍ନୀଙ୍କ ଝିଅକୁ ମାରି ଟାଙ୍କିରେ ଫିଙ୍ଗିଦେଲା ବାପା

ରାଗ, କ୍ରୋଧ, ଈର୍ଷାର ପରିଣାମ ଯେ କେତେ ଭୟଙ୍କର ହୋଇପାରେ ତାର ନମୁନା ସମସ୍ତେ କେଉଁଠି ନା କେଉଁଠି ନିଶ୍ଚୟ ଦେଖିଥିବେ। କିନ୍ତୁ ପତ୍ନୀ ଉପରେ ଈର୍ଷା କରି କୌଣସି ସ୍ୱାମୀ ନିଜ ପତ୍ନୀର ସନ୍ତାନକୁ ହତ୍ୟା କରିବା ଘଟଣା ବୋଧେ କେହି ଶୁଣିନଥିବେ। ଏଭଳି ବର୍ବର ଘଟଣା ଘଟିଛି ମହୀଶୂରରେ। ଏଠାରେ ଜଣେ…

ଅଟୋବାଲା ସହ ପ୍ରେମିକା ମାରିଲା ଛୁ, ୭୦ ଅଟୋ ଡ୍ରାଇଭରଙ୍କ ମୋବାଇଲ ଚୋରି କରି ପ୍ରତିଶୋଧ ନେଲା ପ୍ରେମିକ

ସବୁ ପ୍ରେମ ଯେ ବିବାହର ରୂପ ନେବ ତାହାର କୌଣସି ଗ୍ୟାରେଣ୍ଟି ନାହିଁ। ବେଳେବେଳେ କିଛି ପ୍ରେମ ଆଖିରେ ଲୁହ ବି ଦିଏ। ଦୀର୍ଘଦିନର ସମ୍ପର୍କକୁ ଗୋଟେ ମୁହୂର୍ତ୍ତରେ ଭାଙ୍ଗିରୁଜି ଚୁର୍‌ମାର କରିପକାଏ। କେହି କେହି ଏହି ବିରହକୁ ସହ୍ୟ କରି ଆଗକୁ ବଢ଼ୁଥିବା ବେଳେ ଆଉ କେହି ପ୍ରତିଶୋଧ ପରାୟଣ ହୋଇ ନିଜ…

ଗାଡ଼ି ଅଟକାଇ ବନ୍ଧୁକ ମୁନରେ କନ୍ୟାକୁ କଲେ ଅପହରଣ, ଅଭିଯୁକ୍ତକୁ ଖୋଜୁଛି ପୋଲିସ

ବଢ଼ିଲା ଝିଅ ଏକୁଟିଆ ରାସ୍ତାରେ ଚାଲିବା କେତେ କଷ୍ଟକର ତାହା ଜଣେ ବାପାଠୁ ଅଧିକ କିଏ ଜାଣିବ! ଝିଅ ବଡ଼ ହେବା ପରେ ସବୁ ବାପା ମା’ ତା ବିବାହ କଥା ଚିନ୍ତା କରନ୍ତି। ଆଉ ଝିଅକୁ ଯଦି କେହି ଗୁଣ୍ଡା ବଦମାସ ହଇରାଣ କରୁଥାଏ ତେବେ ବିବାହ ବୟସ ହେବା ପୂର୍ବରୁ ହିଁ ଝିଅର ବିବାହ କରିଦିଆଯାଏ। ମାତ୍ର…

ବ୍ଲାକ୍‌ମେଲ କରି ପୋଲିସ କରୁଛି ଦୁଷ୍କର୍ମ, ଅଭିଯୋଗ କଲେ ଭିଡିଓ ଭାଇରାଲ କରିବାକୁ ଧମକ

ରକ୍ଷକ ସାଜିଲା ଭକ୍ଷକ। ବିପଦ ବେଳେ ଯାହା ପାଖକୁ ମଣିଷ ସାହାଯ୍ୟ ଆଶାରେ ଧାଇଁଯାଏ ଯଦି ସିଏ ହିଁ ତାର ସର୍ବସ୍ୱ ଲୁଟି ନେବ ତେବେ କାହାକୁ ବିଶ୍ୱାସ କରିବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ। ଏଠାରେ ଜଣେ ବିବାହିତ ମହିଳା ଦୁଷ୍କର୍ମ ହୋଇଥିବା ଅଭିଯୋଗ କରିବା ପରେ ବି ଥାନାରେ କେହି…