Browsing Tag

csk team

ଖେଳାଳିଙ୍କ ପିଲାମାନଙ୍କର କ୍ୟୁଟ୍‌ ଭିଡିଓ ସେୟାର କଲା CSK, ନଜର ଆସିଲେ ଜିଭା; ଦେଖନ୍ତୁ

ଚେନ୍ନାଇ ସୁପରକିଙ୍ଗ୍‌ସକୁ ଏକ ପରିବାର ବୋଲି କୁହାଯାଏ। ଏହି ଟିମ୍‌ ‘ଡ୍ୟାଡିସ୍‌ ଆର୍ମି’ ଭାବେ ମଧ୍ୟ ଜଣାଶୁଣା। କାରଣ ଏହି ଟିମ୍‌ର ଅଧିକାଂଶ ଖେଳାଳି ୩୦ ବର୍ଷରୁ ବଡ଼। କ୍ୟାପ୍‌ଟେନ୍‌ ମହେନ୍ଦ୍ର ସିଂହ ଧୋନି ମଧ୍ୟ ୪୦ ବର୍ଷରେ ପଦାର୍ପଣ କରିଛନ୍ତି। ସିଏସ୍‌କେର ଯେବେ ବି କୌଣସି ମ୍ୟାଚ୍‌ ଥାଏ,…

ଚେନ୍ନାଇ ସୁପର କିଙ୍ଗସ ଟିମ ମେମ୍ବରଙ୍କ କରୋନା ରିପୋର୍ଟ ପଜିଟିଭ, ଏକ ସପ୍ତାହ ବଢ଼ିଲା କ୍ଵାରେଣ୍ଟିଂନ ଅବଧି

ଚେନ୍ନାଇ ସୁପର କିଙ୍ଗସ ଟିମର କିଛି ଖେଳାଳିଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ଜଣାଯାଇଛି । ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱରେ ଚେନ୍ନାଇ ଦଳ ଗତ ସପ୍ତାହରେ ୟୁଏଇରେ ପହଁଚିଥିବା ବେଳେ ଶୁକ୍ରବାର ଠାରୁ ଅଭ୍ୟାସ ମ୍ୟାଚ ଆରମ୍ଭ କରିବା ନେଇ ସ୍ଥିର ହୋଇଥିଲା । ଏକ ଜାତୀୟ…