Browsing Tag

curfew imposed

ବାଲେଶ୍ବରରେ ବସ୍ତି ଉଚ୍ଛେଦ ପୂର୍ବରୁ କର୍ଫ୍ୟୁ, ଦୁଇଦିନ ପାଇଁ ରହିବ ବଳବତ୍ତର

ବାଲେଶ୍ବର: ବାଲେଶ୍ବର ସହରରେ କର୍ଫ୍ୟୁ । ଦୁଇଦିନ ପାଇଁ ଲାଗିଲା କଟକଣା । ଅରଡ଼ ବଜାର, ପରିବା ବଜାର, ହରିପୁର, କସିମିଳା, ଫୁଲାଡି, ପୂଆ ବଜାର, ଗୋପାଳ ଗାଁ ଓ ଦରଜପୋଖରୀ ଅଞ୍ଚଳରେ କଟକଣା ଜାରି ହୋଇଛି ।  ସକାଳ ୪ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ । ତୃତୀୟ ରେଳ ଲାଇନ…

ମଣିପୁରରେ ଅଶାନ୍ତ : ୬ ନିଖୋଜଙ୍କ ମୃତଦେହ ମିଳିବା ପରେ କର୍ଫ୍ୟୁ, ଇଣ୍ଟରନେଟ ସେବା ବନ୍ଦ

ମଣିପୁରରେ ପୁଣି ତେଜିଲା ଅଶାନ୍ତ ନିଆଁ । ୬ ଜଣ ନିଖୋଜଙ୍କ ମୃତଦେହ ମିଳିପାରେ ବଢିଛି ହିଂସା । ରାଜ୍ୟର ୫ଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯିବା ସହ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି । ଶନିବାର ତିନି ଜଣ ମନ୍ତ୍ରୀ ଓ ୬ ଜଣ ବିଧାୟକଙ୍କ ଘର ଉପରେ ଆକ୍ରମଣ କରିଥିଲେ ଉପଦ୍ରବକାରୀ । …

ମଣିପୁର ରାଜଧାନୀ ଇମ୍ଫାଲରେ ଲାଗିଲା କର୍ଫ୍ୟୁ, ୭ ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଠପ

ମଣିପୁରର ରାଜଧାନୀ ଇମ୍ଫାଲରେ ଲାଗିଲା କର୍ଫ୍ୟୁ। ଏନେଇ ୭ ଟି ଜିଲ୍ଲାରେ ଇଣ୍ଟରନେଟ ସେବା ଠପ ରହିଛି । ରାଜ୍ୟ ସରକାର ମଣିପୁରରେ ଥିବା ୭ ଟି ଜିଲ୍ଲାରେ ଇଣ୍ଟରନେଟ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମଣିପୁର ସରକାର ଡାକ୍ତରଖାନାରେ ମଧ୍ୟ କର୍ଫ୍ୟୁ ଲଗାଇଛନ୍ତି । ସୋମବାର ମଣିପୁରରେ…

ବାଂଲାଦେଶରେ ଅରାଜକତା ସ୍ଥିତି, କର୍ଫ୍ୟୁ ଜାରି ରହିବା ସହ ଇଣ୍ଟରନେଟ ସେବା ବନ୍ଦ

ନୂଆଦିଲ୍ଲୀ : ଶେଖ ହସିନାଙ୍କ ୧୫ ବର୍ଷର ରାଜୁତି ଶେଷ । ବାଂଲାଦେଶରେ ଅରାଜକତା ସ୍ଥିତି । ପ୍ରବଳ ଚାପ ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଶେଖ ହସିନା। ଦେଶରେ ହିଂସାର ନିଆଁ ଜଳିବା ବେଳେ ଢାକା ଛାଡ଼ି ଭାରତ ପଳାଇ ଆସିଛନ୍ତି । ଭାରତରୁ ଲଣ୍ଡନ ଯାଇପାରନ୍ତି ଶେଖ ହସିନା । ୪୮ ଘଣ୍ଟା…

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରଖାଯିବ । ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ ରହିବ । ବାଲେଶ୍ଵର ଜିଲ୍ଲାପାଳ ଆଶିଷ ଠାକରେ ଓ ଏସପି ସାଗରିକା…

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା ଅଞ୍ଚଳରେ ବଢିଲା କର୍ଫ୍ୟୁ କୋହଳ ସମୟ । ସକାଳ ୫ଟାରୁ ସଂନ୍ଧ୍ୟା ୫ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି । ସେହିପରି ସହର​‌ରେ ସମସ୍ତ ଲିଜ୍ ଲାଇନ୍, ବ୍ରଡ଼ବ୍ୟାଣ୍ଡ, ମୋବାଇଲରେ…

ବାଲେଶ୍ୱରରେ ୯ ଘଣ୍ଟା ପାଇଁ କର୍ଫ୍ୟୁ କୋହଳ, ଆଜିଠୁ ମିଳିବ ଇଣ୍ଟରନେଟ୍ ସେବା

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱରରେ କର୍ଫ୍ୟୁ କଟକଣା ଆଂଶିକ କୋହଳ ହୋଇଛି। ଧୀରେ ଧୀରେ ପୌରାଞ୍ଚଳରେ ସ୍ୱାଭାବିକ ହେଉଛି ସ୍ଥିତି । ଆଜି କର୍ଫ୍ୟୁ କୋହଳ ସମୟ ୯ ଘଣ୍ଟା ବୃଦ୍ଧି ପାଇଁ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଜି ସକାଳ ୫ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ…

ଜମ୍ମୁ କଶ୍ମୀରରୁ ସ୍ୱତନ୍ତ୍ର ମାନ୍ୟତା ହଟିବାକୁ ପୂରିଲା ବର୍ଷେ, ବିରୋଧ ପ୍ରଦର୍ଶନ ଆଶଙ୍କାରେ ସାରା ସହରରେ କର୍ଫ୍ୟୁ…

ଜମ୍ମୁ ଓ କଶ୍ମୀର: ଜମ୍ମୁ ଓ କଶ୍ମୀରକୁ ଦିଆଯାଇଥିବା ସ୍ୱତନ୍ତ୍ର ମାନ୍ୟତା ହଟାଯିବା ଘଟଣାକୁ ଆଜି ବର୍ଷେ ପୂରୁଛି। ଏ ଅବସରରେ ସେଠାରେ ବିରୋଧ ପ୍ରଦର୍ଶନ ଆଶଙ୍କାରେ କର୍ଫ୍ୟୁ ଜାରି କରାଯାଇଛି। କାଶ୍ମୀରରେ ଗତକାଲି ଓ ଆଜିଠୁ ଦୁଇ ଦିନ ପାଇଁ କର୍ଫ୍ୟୁ ବଳବତ୍ତର ରହିବ। ଗୁଇନ୍ଦା ସୂଚନା ମୁତାବକ…

ଭଦ୍ରକରେ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି, ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟ୍‌ କରି ଦିଆଗଲା…

ଭଦ୍ରକ: ଭଦ୍ରକରେ ୧୨ ଘଣ୍ଟିଆ କର୍ଫ୍ୟୁ। ଜିଲ୍ଲା ପ୍ରଶାସନ ପକ୍ଷରୁ ସନ୍ଧ୍ୟା ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କର୍ଫ୍ୟୁ ଜାରି ହୋଇଛି। କର୍ଫ୍ୟୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ଵିଟ୍‌ କରି ସୂଚନା ଦିଆଯାଇଛି। ଏହି ସମୟରେ ଲୋକଙ୍କ ରାତିରେ ଯିବା ଆସିବା ମନା କରାଯାଇଛି।