Browsing Tag

cuttack chandi

ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ମା କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀଙ୍କ ପୀଠ, ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା ବିଧି

କଟକ(କେନ୍ୟୁଜ୍): ଶାରଦୀୟ ଦୁର୍ଗାପୂଜା ପାଇଁ ଚଳଚଞ୍ଚଳ ମା କଟକ ଚଣ୍ଡୀ ଓ ଗଡ଼ ଚଣ୍ଡୀ ଙ୍କ ପୀଠ। ଗତକାଲିଠାରୁ ଆରମ୍ଭ ହେଲା ଷୋଡ଼ଶ ଉପଚାର ପୂଜା ବିଧି। ସହସ୍ର କୁମ୍ଭାଭିଷେକ ସହ ଘଟ ସ୍ଥାପନ କରାଯାଇଛି। ଆଜି ମା କଟକ ଚଣ୍ଡୀ ଙ୍କର ସୁନାବେଶ । ସୁନାବେଶ ରେ ଦର୍ଶନ ଦେବେ ମା କଟକ ଚଣ୍ଡୀ।…

ଆସ୍ଥା ଓ ବିଶ୍ୱାସର ପୀଠ କଟକ ଚଣ୍ଡୀ ମନ୍ଦିରର ହେବ ସୌନ୍ଦର୍ଯ୍ୟକରଣ, ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ବର(କେନ୍ୟୁଜ୍):  କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀ । ହଜ଼ାର ହଜ଼ାର ଭକ୍ତଙ୍କ  ଆସ୍ଥା ଓ ବିଶ୍ୱାସର  ପୀଠ।ଏହି ପୀଠର ବିକାଶ ଯୋଜନାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଅନୁମୋଦନ କରିଛନ୍ତି । ଏଥିପାଇଁ ଖର୍ଚ୍ଚ ହେବ ୭୦ କୋଟି ଟଙ୍କା । ଭକ୍ତ ମାନଙ୍କ ପାଇଁ ବିଭନ୍ନ…

ଚଳଚଞ୍ଚଳ କଟକ ଚଣ୍ଡୀ ମନ୍ଦିର: ୧୬ ଦିନ ପର୍ଯ୍ୟନ୍ତ ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମାଆ

କଟକ(କେନ୍ଯୁଜ୍): ଆମେ ଭାରତୀୟ ବିଭିନ୍ନ ପ୍ରକାର ପର୍ବ ପର୍ବାଣୀ ପାଳନ କରିଥାଉ । ସେଥି ମଧ୍ୟରୁ ଶାରଦୀୟ ଦୁର୍ଗାଙ୍କ ପୂଜା ହିନ୍ଦୁମାନଙ୍କର ଏକ ବଡ ପର୍ବ । ମା ଦୁର୍ଗାଙ୍କ ପୂଜା ବିଶେଷ ଭାବରେ ଭାରତର ବିହାର, ପଶ୍ଚିମବଙ୍ଗ, ଆସାମ, ଓଡିଶା ଓ ତ୍ରିପୁରା ପରି ରାଜ୍ୟରେ ଧୁମଧାମରେ ପାଳନ କରାଯାଏ…

ଚାଲିଛି କଟକର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ପୂଜାର୍ଚ୍ଚନା

କଟକ (କେନ୍ୟୁଜ୍) : ଶୋଡଷ ଉପଚାରରେ ଚାଲିଛି କଟକର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ପୂଜାର୍ଚ୍ଚନା । ପ୍ରତିଦିନ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ଆଜି ମା’ କଟକ ଚଣ୍ଡୀ ଗାୟତ୍ରୀ ବେଶ ଓ ମା’ ଗଡ଼ଚଣ୍ଡୀ ନାରାୟଣୀ ବେଶରେ ଦର୍ଶନ ଦେବେ । ପ୍ରତିଦିନ ମାଆଙ୍କ…