Below header

ଚାଲିଛି କଟକର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ପୂଜାର୍ଚ୍ଚନା

କଟକ (କେନ୍ୟୁଜ୍) : ଶୋଡଷ ଉପଚାରରେ ଚାଲିଛି କଟକର ଅଧିଷ୍ଠାତ୍ରୀ ଦେବୀ ମା’ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ପୂଜାର୍ଚ୍ଚନା । ପ୍ରତିଦିନ ଭିନ୍ନଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମା’ । ଆଜି ମା’ କଟକ ଚଣ୍ଡୀ ଗାୟତ୍ରୀ ବେଶ ଓ ମା’ ଗଡ଼ଚଣ୍ଡୀ ନାରାୟଣୀ ବେଶରେ ଦର୍ଶନ ଦେବେ । ପ୍ରତିଦିନ ମାଆଙ୍କ ନୂଆ ନୂଆ ବେଶ ଦର୍ଶନ ପାଇଁ ମନ୍ଦିରରେ ଭକ୍ତଙ୍କ ଭିଡ଼ ଲାଗୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.