Browsing Tag

cuttack corporator

ସିଏମସି ସୁଇପରଙ୍କ ଗୋଡ଼ ଧୋଇ ନୂଆ ଚପଲ ପିନ୍ଧାଇଲେ କର୍ପୋରେଟର, କହିଲେ ଝାଡୁଦାରଙ୍କ ସେବା କରିବା ପାଇଁ ସୁଯୋଗ ପାଇଲି

କଟକ (କେନ୍ୟୁଜ): ସିଏମସି ସୁଇପରଙ୍କ ଗୋଡ଼ ଧୋଇଲେ କଟକ ମହାନଗର ନିଗମର କର୍ପୋରେଟର। ସୁଇପରଙ୍କ ଗୋଡ଼ ପୋଛିବା ସହ ତାଙ୍କୁ ନୂଆ ଚପଲ ପିନ୍ଧାଇଲେ। କଟକ ମହାନଗର ନିଗମର ୪୧ ନମ୍ବର ୱାର୍ଡର କର୍ପୋରେଟର ସ୍ୱର୍ଣ୍ଣପ୍ରଭା ପଶାୟତଙ୍କ କରିଛନ୍ତି ଏଭଳି କାର୍ଯ୍ୟ। ପ୍ରତ୍ୟେକ ଦିନ ସହରବାସୀଙ୍କ ସେବା…

କଟକ : ବିଜୟୀ ସ୍ୱାଧୀନ ପ୍ରାର୍ଥୀ ପଦ୍ମିନୀ ସାହୁ ବିଜେଡିରେ ଯୋଗ ଦେଲେ

କଟକ (କେନ୍ୟୁଜ୍‌) : କଟକ ମହାନଗର ନିଗମ ୩୧ ନମ୍ବର ୱାର୍ଡରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟ ଲାଭ କରିଥିବା ପଦ୍ମିନୀ ସାହୁ ବିଜେଡିରେ ଯୋଗ ଦେଇଛନ୍ତି । କଟକ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟଙ୍କ ବାସଭବନରେ ପହଁଚି ସେ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି।…