Browsing Tag

cuttack d brothers

ଦିପୁ ଓମ୍‌ ହତ୍ୟା ମାମଲା: ଆଜି କୋର୍ଟରେ ହାଜର ହେଲେ ଡି. ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ

କଟକ(କେନ୍ୟୁଜ୍‌): ଦିପୁ ଓମ୍‌ ହତ୍ୟା ମାମଲାରେ ଆଜି କୋର୍ଟରେ ହାଜର ହୋଇଛନ୍ତି ଡି. ବ୍ରଦର୍ସ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତ। କଡା ସୁରକ୍ଷା ବଳୟ ମଧ୍ୟରେ ଉଭୟଙ୍କୁ କଟକ ଜିଲ୍ଲା ଓ ଦୌରାଜଜ୍‌ କୋର୍ଟରେ ହାଜର କରାଯାଇଛି। ଗତକାଲି ଏହି ମାମଲା କୋର୍ଟରେ ଶୁଣାଣି ହେବାର ଥିଲା। ମାତ୍ର କୋର୍ଟ…

ଡି-ବ୍ରଦର୍ସଙ୍କ ଘର ନୁହେଁ ତ ଗନ ଡିପୋ, ପୁଣି ଆଜି ସର୍ଚ୍ଚିଂ ବେଳେ ସଲିଂ ଓ କପବୋର୍ଡରୁ ମିଳିଲା ଟଙ୍କା ଓ ବନ୍ଧୁକ

କେନ୍ୟୁଜ୍(ବ୍ୟୁରୋ):  ଘର ପାଲଟିଥିଲା ଅସ୍ତ୍ରାଗାର। ଛାତରେ, କାନ୍ଥରେ ଲୁଚା ହୋଇ ରହିଥିଲା ବନ୍ଧୁକ ଓ ଗୁଳି। ବେଡରୁମ ଛାତର ସିଲିଂରେ ରହୁଥିଲା ବିଡ଼ାବିଡ଼ା ଟଙ୍କା। କଟକର ଗ୍ୟାଙ୍ଗଷ୍ଟର ଡି. ବ୍ରଦର୍ସଙ୍କ ସିଡିଏ ସେକ୍ଟର ୬ ଘରୁ ପୋଲିସ ଜବତ କରିଛି ୩ଟି ବନ୍ଧୁକ, ୫ଟି ମାଗାଜିନ ଓ ୧୭୫ ରାଉଣ୍ଡ…

ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ରିମାଣ୍ଡର ଆଜି ଶେଷ ଦିନ, ଚୋରା ବନ୍ଧୁକ କାରବାର ନେଇ ପଚରାଉଚରା କରୁଛି…

କଟକ: ଗ୍ୟାଙ୍ଗଷ୍ଟର ଧଳସାମନ୍ତ ବ୍ରଦର୍ସଙ୍କ ରିମାଣ୍ଡର ଆଜି ଶେଷ ଦିନ । ଚୋରା ବନ୍ଧୁକ କାରବାର ନେଇ ଅଧିକ ପଚରାଉଚରା କରୁଛି କମିଶନରେଟ୍‌ ପୋଲିସର ସ୍ୱତନ୍ତ୍ର ଟିମ୍‌ । ଗତକାଲି କଟକ ସିଡିଏ ସେକ୍ଚର ଘରକୁ ଦୁଇ ଭାଇଙ୍କୁ ନେଇ ପୋଲିସ ଜେରା ବେଳେ ଜବତ ହୋଇଥିଲା ୩ଟି ବନ୍ଧୁକ ଏବଂ ଶତାଧିକ…

ଜେଲରେ ଥିବା ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ ପୋଲିସ, ଅଧିକ ପଚରାଉଚରା କରାଯିବ ବୋଲି କହିଲେ ସିପି

କେନ୍ୟୁଜ୍(ବ୍ୟୁରୋ): ଜେଲରେ ଥାଇ  ବି ଅପରାଧିକ  ନେଟୱାର୍କ ବଢାଉଥିବା ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ  ନେବ କମିଶନରେଟ ପୋଲିସ  । ଏନେଇ ସୂଚନା ଦେଇଛନ୍ତି  ପୋଲିସ କମିଶନର ସୁଧାଂଶୂ ଷଡଙ୍ଗୀ। ଡି-ବ୍ରଦର୍ସଙ୍କୁ ରିମାଣ୍ଡରେ  ଆଣି ଅଧିକ ପଚରାଉଚରା କରାଯିବ ବୋଲି ସିପି କହିଛନ୍ତି।  ଗତକାଲି…

କମିଶନରେଟ୍‌ ପୋଲିସ୍ ପକ୍ଷରୁ ଡି ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ବି ଚାଲିଛି ରେଡ୍

ଭୁବନେଶ୍ବର: ଡି ବ୍ରଦର୍ସଙ୍କ ଘରେ ଦ୍ୱିତୀୟ ଦିନରେ ବି ରେଡ୍‌ । କଟକ ସିଡିଏ ସ୍ଥିତ ବାସଭବନରେ କମିଶନରେଟ୍‌ ପୋଲିସ ପକ୍ଷରୁ ଚଢାଉ ଚାଲିଛି । ଗତକାଲି ଘରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ ହୋଇଥିଲା । କପ୍‌ବୋର୍ଡ ଓ କାନ୍ଥରେ ଲୁଚାଇ ରଖିଥିଲେ ବହୁ ପରିମାଣରେ ବନ୍ଧୁକ ଓ ଗୁଳି ଜବତ । ୭ଟି…