Below header
Browsing Tag

cyclone asani

ବାତ୍ୟା ଅସାନୀ ଆଣିବ ବର୍ଷା, ପବନ: ସାଢ଼େ ୭ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର ପାଇଁ ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ବର(କେନ୍ୟୁଜ): ଓଡ଼ିଶା ଛୁଇଁବନି ବାତ୍ୟା ‘ଅସାନୀ’। ପ୍ରଭାବରେ ବର୍ଷା ଓ ପବନ ବହିପାରେ । କିଛି ତଳିଆ ଅଞ୍ଚଳ ଜଳମଗ୍ନ ହୋଇପାରେ। କିନ୍ତୁ ବନ୍ୟାର ସମ୍ଭାବନା ନାହିଁ । ମୁକାବିଲା ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ…

ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେଉଛି ଡିପ୍‌ ଡିପ୍ରେସନ: ଆସନ୍ତାକାଲି ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମ, ୧୦ରୁ…

ଭୁବନେଶ୍ବର(କେନ୍ୟୁଜ) : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସକ୍ରିୟ ହେଉଛି ଡିପ୍‌ ଡିପ୍ରେସନ । କିଛି ସମୟ ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା । ଆସନ୍ତାକାଲି ସିଭିଅର ସାଇକ୍ଲୋନିକ୍‌ ଷ୍ଟର୍ମରେ ପରିଣତ ହେବ ସାମୁଦ୍ରିକ ଝ଼ଡ । ବର୍ତ୍ତମାନ ଗଭୀର ଅବପାତ ଉତ୍ତର ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୩…

କାଲି ସକାଳ ସାଢେ ୫ଟା ସୁଦ୍ଧା ଗଭୀର ଅବପାତ ନେବ ବାତ୍ୟାର ରୂପ, କିନ୍ତୁ ଲ୍ୟାଣ୍ଡଫଲ କରିବ ନାହିଁ

ଭୁବନେଶ୍ବର(କେନ୍ୟୁଜ୍):  ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ ।  କାଲି ସକାଳ ସାଢେ ୫ଟା ସୁଦ୍ଧା ନେବ ବାତ୍ୟାର ରୂପ। ସନ୍ଧ୍ୟା ସୁଦ୍ଧା ଭୀଷଣ ବାତ୍ୟାରେ ପରିଣତ ହେବ ଅସାନୀ। ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ୨୦ କିମି ବେଗରେ ଗତି କରୁଛି ବାତ୍ୟା। ପ୍ରଭାବରେ ୧୦୫ ରୁ ୧୧୫ କିମି ବେଗରେ ପବନ…

ସମ୍ଭାବ୍ୟ ବାତ୍ୟକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ରିଲିଫ କମିଶନରଙ୍କ ଚେତାବନୀ, ମତ୍ସ୍ୟଜୀବୀଙ୍କୁ ସମୂଦ୍ରରୁ ଫେରିବାକୁ…

ଭୁବନେଶ୍ବର(କେନ୍ୟୁଜ୍): ସମ୍ଭାବ୍ୟ ବାତ୍ୟକୁ ଦୃଷ୍ଟିରେ ରଖ୍ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ପ୍ରଦୀପ ଜେନା, ମତ୍ସ୍ୟଜୀବୀ ମାନଙ୍କୁ ୮ ତାରିଖ ଠାରୁ ମାଛ ଧରିବାକୁ ଗଭୀର ସମୁଦ୍ର ମଝିକୁ ନଯିବା ପାଇଁ ବାରଣ କରିବା ସହ ଯେଉଁ ମତ୍ସ୍ୟଜୀବୀ ମାନେ ମାଛ ଧରିବାକୁ ସମୁଦ୍ର ମଝିକୁ ଯାଇଛନ୍ତି ୮…

ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇବ ବାତ୍ୟା ଅସାନୀ! ପ୍ରଭାବରେ ଏହି ୪ ଜିଲ୍ଲାରେ ପ୍ରବଳ ବର୍ଷା…

ଭୁବନେଶ୍ବର(କେନ୍ୟୁଜ): ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼େ ମୁହାଁଇବ ବାତ୍ୟା ଅସାନୀ । ୧୦ ତାରିଖରେ ଉପକୂଳଠାରୁ ୨୫୦ କି.ମି ଦୂରରେ ରହିଥିବ ସାମୁଦ୍ରିକ ଝଡ଼ । ତେବେ ଏହାର ପ୍ରଭାବରେ ୪ ଜିଲ୍ଲା ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁର ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି…

ଆସୁଛି ବାତ୍ୟା ଅସାନୀ: ଅଶାନ୍ତ ହେଲାଣି ବଙ୍ଗୋପସାଗର, ଆଜି ଡିପ୍ରେସନ୍‌ରେ ପରେ ଆସନ୍ତାକାଲି ଦାନା ବାନ୍ଧିବ…

ଭୁବନେଶ୍ବର(କେନ୍ୟୁଜ):ଅଶାନ୍ତ ହେଉଛି ବଙ୍ଗୋପସାଗର । ଆସୁଛି ବାତ୍ୟା ଅସାନୀ । ଲଘୁଚାପ କ୍ଷେତ୍ର ଆଜି ଡିପ୍ରେସନ୍‌ରେ ପରିଣତ ହେବ। ଆସନ୍ତାକାଲି ଦାନା ବାନ୍ଧିବ ସାଇକ୍ଲୋନ୍‌ ଅସାନୀ । ୧୦ ତାରିଖରେ ବାତ୍ୟା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ…