Browsing Tag

cyclone tauktae strom

ବାତ୍ୟା ତାଉତେ ପାଇଁ ସମଗ୍ର ମୁମ୍ବାଇ ନଗରୀ ଏବେ ଆବର୍ଜନାର ଗନ୍ତା ଘର ପାଲଟିଛି, ଦେଖନ୍ତୁ ଭିଡିଓ

ଚକ୍ରବର୍ତ୍ତି ବାତ୍ୟା ତାଉତେ ନିଜର କରାଳ ରୂପ ଦେଖାଇ ଚାଲିଗଲା । କିନ୍ତୁ ତାର ପ୍ରଭାବ ଛାଡି ଦେଇ ଚାଲିଯାଇଛି । ମୁମ୍ବାଇର ଫଟୋ ଦେଖିଲେ ଏହା ଜଣାପଡୁଛି । ରାସ୍ତାରେ ଗଛ ଭାଙ୍ଗିକି ପଡିଛି । ସମୁଦ୍ର କୂଳରେ ଅନେକ ଆବର୍ଜନା ପଡି ରହିଛି । କେବଳ ସମୁଦ୍ର କୂଳ ନୁହେଁ ବରଂ ସମୁଦ୍ରର ପାଣି ଯୁଆଡେ…

ରାସ୍ତା ପାର୍ ହେଉଥିବା ସମୟରେ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଲେ ମହିଳା, ଭିଡିଓ ହେଲା ଭାଇରାଲ

ପ୍ରଳୟଙ୍କାରୀ ବାତ୍ୟା ତାଉତେ ତା'ର କରାଳ ରୂପ ଦେଖାଇଛି । ଏଥିରେ ଅନେକଙ୍କ ଜୀବନ ମଧ୍ୟ ହାନି ହୋଇଛି । ଘର ସମ୍ପତ୍ତି ନଷ୍ଟ ହୋଇଛି । ତେବେ ବାତ୍ୟା ପରେ ମଧ୍ୟ ଲୋକ ଅନେକ ସମସ୍ୟାର ସମ୍ମୁଖିନ ହେଉଛନ୍ତି । ରକ୍ଷାକାରୀ ଟିମ ସେଠାରେ ପହଞ୍ଚି ଅନେକ କାର୍ଯ୍ୟ ମଧ୍ୟ ଆରମ୍ଭ କରିସାରିଛି । ତେବେ…

ତାଉତେ ପରେ ପାଣିରେ ବୁଡ଼ିଗଲା ଅମିତାଭ ବଚ୍ଚନଙ୍କ ଅଫିସ ‘ଜନକ’, ବ୍ଲଗ୍ ଜରିଆରେ ଦୁଃଖ ବ୍ୟକ୍ତ କଲେ…

କରୋନାର ଦୁଃଖ ନ ଯାଉଣୁ ବାତ୍ୟା ତାଉତେ ପୁଣି ଆସି ଦୁର୍ଦ୍ଦଶା ଦେଇଛି। ତେବେ ଖୁସିର କଥା ହେଉଛି ଏହି ବାତ୍ୟା ଯୋଗୁ ଇତି ମଧ୍ୟରେ କାହାର ଜୀବନ ଯାଇନାହିଁ। ବାତ୍ୟା ପରେ ସୋସିଆଲ ମିଡିଆରେ ଲଗାତାର କ୍ଷୟକ୍ଷତିର ଫଟୋ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇତିମଧ୍ୟରେ ବଲିଉଡର ବହୁ ସେଲିବ୍ରିଟି…

୧୮୫ କିମି ବେଗରେ ଗୁଜରାଟ ସ୍ଥଳ ଭାଗ ଛୁଇଁଲା ବାତ୍ୟା ତାଉତେ, ୪ଟିି ରାଜ୍ୟରେ ୧୮ଜଣଙ୍କ ମୃତ୍ୟୁ

ପ୍ରକୃତିର କରାଳ ରୂପ ବାତ୍ୟା ରୂପରେ ଉଭାନ ହୋଇଛି । ଆରବ ସାଗରରେ ସୃଷ୍ଟ ବାତ୍ୟା ତାଉ-ତେ ଘଣ୍ଟାକୁ ୧୮୫ କିମି ବେଗରେ ଆସି ଗୁଜରାଟର ସ୍ଥଳ ଭାଗ ଛୁଇଁଛି । ସୋମବାର ରାତି ୮ଟାରେ ଗୁଜରାଟ ସ୍ଥଳ ଭାଗ ଛୁଇଁଛି ବାତ୍ୟା ତାଉତେ । କର୍ଣ୍ଣାଟକ, ଗୋଆ, କେରଳ ଏବଂ ମହାରାଷ୍ଟ୍ରରେ ୧୮ଜଣଙ୍କ ମୃତ୍ୟୁ ଖବର…