Browsing Tag

cyclone yash update

ବାତ୍ୟା ୟସକୁ ଦୃଷ୍ଟିରେ ରଖି ଗାଡି ଚଳାଚଳ କଟକଣାକୁ ଆଉ ଏକ ଘଣ୍ଟା ବୃଦ୍ଧି କଲା ପ୍ରଶାସନ, ଚଣ୍ଡିଖୋଲ ଛକରେ ଅଟକି ରହିଛି…

ଯାଜପୁର: ଗାଡି ଚଳାଚଳ କଟକଣାକୁ ଆଉ ଏକ ଘଂଟା ବଢ଼ାଇଲା ଜିଲ୍ଲା ପ୍ରଶାସନ। ବାତ୍ୟା ୟସକୁ ଦୃଷ୍ଟିରେ ରଖି ଗତକାଲି ରାତି ୧୨ଟା ଠାରୁ ଆଜି ଦିନ ୧୨ଟା ପର୍ଯ୍ୟନ୍ତ ଗାଡି ଚଳାଚଳ ଉପରେ କଟକଣା ଜାରି କରିଥିଲା ଜିଲ୍ଲା ପ୍ରଶାସନ। ତେବେ ବାତ୍ୟାର ପ୍ରଭାବ ଥିବାରୁ ଏହାକୁ ଆଉ ଏକ ଘଣ୍ଟା ଅର୍ଥାତ ଦିନ…

ଭୀଷଣ ରୂପ ଧାରଣ କରି ଆସୁଛି “ୟସ୍‌” , କାଲି ସକାଳ ୮ଟାରୁ ୯ଟା ଭିତରେ ବାହାନଗାରୁ ବାସୁଦେବପୁର ଭିତରେ…

ନୂଆଦିଲ୍ଲୀ(କେ ନ୍ୟୁଜ:  ଭୀଷଣ ରୂପ ଧାରଣ କରି ଓଡ଼ିଶା ଉପକୂଳ ମୁହାଁଉଛି ବାତ୍ୟା ୟସ୍‌ । ପାରାଦୀପ ଓ ବାଲେଶ୍ୱର ଉପକୂଳ ଆଡ଼େ ଅଗ୍ରସର ହେଉଛି । ଏବେ ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଆଗକୁ ବଢୁଛି ବାତ୍ୟା । କାଲି ଭୋରରୁ ସକାଳ ୮ଟାରୁ ୯ଟା ଭିତରେ ଧାମରାରୁ ବାଲେଶ୍ୱର ଭିତରେ ଲାଣ୍ଡଫଲ୍‌ କରିବ…

ପ୍ରତ୍ୟେକ ଜୀବନ ଆମ ପାଇଁ ମୂଲ୍ୟବାନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେ ନ୍ୟୁଜ): ବାତ୍ୟା "ୟସ" କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟ ସଚିବ ଓ SRCଙ୍କ ଠାରୁ ସ୍ଥିତି ପରଖିଛନ୍ତି ମୁଖ୍ୟମନ୍ତ୍ରୀ । ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତିକି, ପ୍ରତିଟି ଜୀବନ ମୂଲ୍ୟବାନ । ଏହା ସହ ନିୟମିତ ଭାବରେ ସ୍ଥିତି ଉପରେ ନଜର ରଖିବାକୁ…

ଘଣ୍ଟାକୁ ୧୬ କିମି ବେଗରେ ଆସୁଛି ‘ୟସ’, କାଲି ଦିନ ୧୧ଟାରୁ ୧ଟା ଭିତରେ କରିବ ଲ୍ୟାଣ୍ଡଫଲ୍‌

ଭୁବନେଶ୍ୱର(କେ ନ୍ୟୁଜ):  ଓଡ଼ିଶା ଉପକୂଳ ଆଡକୁ ମାଡି ମାଡ଼ି ଆସୁଛି ୟସ୍‌ । ଧାମରାର ଉତ୍ତର ଓ ବାଲେଶ୍ୱର ଦକ୍ଷିଣ ଦିଗରେ ସ୍ଥଳଭାଗ ଅତିକ୍ରମ କରିବ ବାତ୍ୟା । ଏବେ ସମୁଦ୍ର ଭିତରେ ଭୟଙ୍କର ରୂପ ନେଉଛି ବାତ୍ୟା । ବଙ୍ଗୋପସାଗରରେ ଆଗକୁ ଆଗକୁ ବଢୁଛି ବାତ୍ୟା । ଘଣ୍ଟାପ୍ରତି ୧୬ କିଲୋମିଟର ବେଗରେ…

ବାତ୍ୟା ମୁକାବିଲା ନେଇ ଆଜି ଅପରାହ୍ନ ୪ଟାରେ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଅପରାହ୍ନ ୪ଟାରେ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ବାତ୍ୟା ୟସ ନେଇ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୂର୍ବରୁ ରାଜ୍ୟ ସରକାର ସଫଳତାର ସହ ବାତ୍ୟା ମୁକାବିଲା କରିଛନ୍ତି ।…

ବାତ୍ୟାର ରୂପ ନେଲା ‘ୟସ୍‌’, ୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ କରିବ

କେନ୍ୟୁଜ୍(ବ୍ୟୁରୋ): ବାତ୍ୟାର ରୂପ ନେଲା ‘ୟସ୍‌’ । ଆଜି ରାତିରେ ଅଧିକ ଘନୀଭୂତ ହୋଇ ଅତି ତୀବ୍ର ବାତ୍ୟା ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ଲ୍ୟାଣ୍ଡଫଲ କରିବ । ପାରାଦୀପଠାରୁ ୫୪୦ କିଲୋମିଟର ଓ…