Browsing Tag

DADANA

ମହାରାଷ୍ଟ୍ରର ନାଗପୁରରୁ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗିର ପୋଲିସ୍

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିରରେ ବଢୁଛି ଦାଦନ ଶ୍ରମିକ ଚଲାଣ । ବଲାଙ୍ଗିର ପୋଲିସ ମହାରାଷ୍ଟ୍ର ନାଗପୁରରୁ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏମାନେ ବଲାଙ୍ଗିର ବେଲପଡା ନିକଟ ଜଳପାକେଳ, ସୁନାମୁଦି ଓ ତେଲପାଲିର । ଉଦ୍ଧାର ଦାନନଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି । ଉଦ୍ଧାର ପରେ…

ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୧୫ ଦିନ ପରେ ମଧ୍ଯ ଦୁବାଇରୁ ଫେରିନାହିଁ ମୃତଦେହ

କେନ୍ଦ୍ରାପଡା(କେନ୍ଯୁଜ୍) : ପରିବାର ପ୍ରତିପୋଷଣ ପାଇଁ ଯାଇଥିଲେ ଦାଦନ ଖଟିବାକୁ, ହେଲେ ଆଉ ଫେରିଲେ ନାହିଁ ଘରକୁ । ଦୁବାଇକୁ ଦାଦନ ଖଟିବାକୁ ଯାଇଥିବା ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଖବର ଆସିଛି । ହେଲେ ଆଶ୍ଚର୍ଯ୍ଯର କଥା ଆଜିକୁ ୧୫ ଦିନ ବିତିଯାଇଥିଲେ ସୁଦ୍ଧା ଘରକୁ ଫେରିନାହିଁ ତାଙ୍କ…