ମହାରାଷ୍ଟ୍ରର ନାଗପୁରରୁ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗିର ପୋଲିସ୍

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିରରେ ବଢୁଛି ଦାଦନ ଶ୍ରମିକ ଚଲାଣ । ବଲାଙ୍ଗିର ପୋଲିସ ମହାରାଷ୍ଟ୍ର ନାଗପୁରରୁ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏମାନେ ବଲାଙ୍ଗିର ବେଲପଡା ନିକଟ ଜଳପାକେଳ, ସୁନାମୁଦି ଓ ତେଲପାଲିର । ଉଦ୍ଧାର ଦାନନଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି । ଉଦ୍ଧାର ପରେ ଏମାନଙ୍କୁ ଗାଁକୁ ଅଣାଯାଇଛି । ଏହି ଘଟଣାରେ ଦାଦନ ସର୍ଦ୍ଦାର ରିକ୍ସା ମୁଦୁଲିଙ୍କୁ ଲାଠୋର ପୋଲିସ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.