Browsing Tag

dadan sramika

ଦାଦନ ଖଟିବାକୁ ଯାଇ ଓଡ଼ିଆ ଶ୍ରମିକ ମୃତ! ଘଟଣାର ସତ୍ୟାସତ୍ୟ ଖୋଜୁଛି ପୋଲିସ୍

ମୋହନା: ମୋ ସ୍ୱାମୀକୁ ମୋ ପାଖକୁ କେହି ଫେରାଇ ଆଣ  ।  ମୋ ସ୍ୱାମୀ ମୋର ସବୁକିଛି  । ମୋର  ଛୋଟ ଛୋଟ ଛୁଆ ଅଛନ୍ତି  । କେମିତି ଚଳିବୁ,କଣ ଖାଇବୁ ? ଏମିତି କହି କହି କାନ୍ଦୁଛନ୍ତି ସ୍ତ୍ରୀ । କଣ ବା କରିବେ ସ୍ବାମୀ ଭରଷାରେ ଗାଁରେ ରହି ଚଳୁଥିଲେ । କିନ୍ତୁ ଏବେ କେହି ଜଣେ ଫୋନ କରି କହୁଛି…

ଦାଦନ ଖଟିବାକୁ ଯାଇ ନିର୍ଯାତନାର ଶିକାର ହେଉଥିଲେ ଶ୍ରମିକ, ଉଦ୍ଧାର କଲା ଜିଲ୍ଲା ପ୍ରଶାସନ

ଦିନକୁ ଦିନ ବଢୁଛି ଦାଦନ ଶ୍ରମିକ ନିର୍ଯାତନା ଘଟଣା । ଦାନା ଯୋଗାଡ ପାଇଁ ଭିଟାମାଟିରୁ ବାହାର ରାଜ୍ୟକୁ ଯାଇ ନିର୍ଯାତିତ ହେଉଛନ୍ତି ନିରୀହ ଗରିବ । ବଲାଙ୍ଗିର ଜିଲ୍ଲା ବଡବନ୍ଧ ଗାଁର ୩୦ ଜଣ ଶ୍ରମିକ ଦାଦନ ଖଟିବାକୁ ଯାଇ ସିକନ୍ଦରାବାଦରେ ନିର୍ଯାତିତ ହେବା ପରେ ବହୁ ଦୁଖଃକଷ୍ଟରେ ଉଦ୍ଧାର ହୋଇ…

ରୋଜଗାର ଆଶା ନେଇ ବାହାର ରାଜ୍ୟକୁ ଯାଇଥିଲେ ହେଲେ ସବୁଦିନ ପାଇଁ ଚାଲିଗଲା ଜୀବନ

ଜୟପୁର: ଦି ପଇସା ଭଲ ରୋଜଗାର ଆଶା ମଉଳିଗଲା । ସବୁଦିନ ପାଇଁ ରୋଜଗାର ତ ଗଲା ଆଉ ଶେଷରେ ଚାଲିଗଲା ଜୀବନ । ସ୍ତ୍ରୀର ମୃତଦେହ ମଶାଣିରେ କିନ୍ତୁ ଗୁରୁତର ସ୍ୱାମୀ ତେଲେଙ୍ଗାନାରୁ ଆସି ଯାଉଛନ୍ତି ଜୟପୁର ଡାକ୍ତରଖାନାକୁ । କାରଣ ତେଲେଙ୍ଗାନାରୁ ଏକାଠି ଆସିଲା ଅକାରଣରେ ଚାଲିଯାଇଥିବା ତିନି ଜଣଙ୍କ…

ଦାଦନ ପାଇଁ ଗଲେ ଶବ ହୋଇ ଫେରିଲେ, ବଲାଙ୍ଗୀରରେ ଅଭାବନୀୟ ଘଟଣା

ଟିଟିଲାଗଡ :  ଦାଦନ ଖଟିବାକୁ ଯାଇଥିଲେ, ହେଲେ ଫେରିଲେ ଶବ ହୋଇ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ସଇଁତଲା ଥାନା ଅନ୍ତର୍ଗତ ଧନକେଡା ଗାଁରେ । ଦୁଇଦିନ ତଳେ ପଶ୍ଚିମ ଓଡ଼ିଶାରେ ଭାଇର ଦୀର୍ଘାୟୁ କାମନା କରି ଉପବାସ ରହି ଭଉଣୀ ପାଳନ କରିଥିଲେ ଭାଇଜିଉଁତିଆ। ହେଲେ ଆଜି ଭାଇର…

ବର୍ବରତାର ସୀମା ଟପିଲା ଦାଦନ ନିର୍ଯାତନା, ହାତ ପାପୁଲି ଓ ପାଦ କାଟିଦେଲା ଠିକାଦାର

ଗଜପତି(କେନ୍ୟୁଜ୍) : ବର୍ବରତାର ସୀମା ଟପିଲା ଦାଦନ ନିର୍ଯାତନା। ଠିକାଦାର ସହ ବଚସା ପରେ ହାତ ପାପୁଲି ଓ ଗୋଡ଼ ହରାଇଲେ ଦାଦନ ଶ୍ରମିକ। ମଦ ନିଶାରେ ଅଚେତ ହେବା ପରେ ବଦଳିଗଲା ଜୀବନ। ଗଜପତି ଜିଲ୍ଲା ଅଡ଼ବା ଗାଁର ଜଣେ ଦାଦନ ଶ୍ରମିକଙ୍କ ସହ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି। ହରଭାଙ୍ଗି…

ଦାଦନଙ୍କ କରୁଣ କାହାଣୀ, ବେଙ୍ଗାଲୁରୁର ଇଟାଭାଟିରୁ ୨୦୪ ଦାଦନ ଶ୍ରମିକ ଉଦ୍ଧାର

ଟିଟିଲାଗଡ଼ (କେନ୍ୟୁଜ୍) : ବେଙ୍ଗାଲୁରୁରୁ ଉଦ୍ଧାର ହେଲେ ୨୦୪ ଦାଦନ ଶ୍ରମିକ । ବେଙ୍ଗାଲୁରୁର ଏକ ଇଟା ଭାଟିରୁ ଏମାନଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାରଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି । ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲା ଶ୍ରମ ବିଭାଗ ମିଳିତ ଭାବେ ଏମାନଙ୍କୁ ଉଦ୍ଧାର କରିଛନ୍ତି । ଏମାନେ…

ମହାରାଷ୍ଟ୍ରର ନାଗପୁରରୁ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ବଲାଙ୍ଗିର ପୋଲିସ୍

ବଲାଙ୍ଗିର(କେନ୍ୟୁଜ୍): ବଲାଙ୍ଗିରରେ ବଢୁଛି ଦାଦନ ଶ୍ରମିକ ଚଲାଣ । ବଲାଙ୍ଗିର ପୋଲିସ ମହାରାଷ୍ଟ୍ର ନାଗପୁରରୁ ୧୬ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି । ଏମାନେ ବଲାଙ୍ଗିର ବେଲପଡା ନିକଟ ଜଳପାକେଳ, ସୁନାମୁଦି ଓ ତେଲପାଲିର । ଉଦ୍ଧାର ଦାନନଙ୍କ ମଧ୍ୟରେ ୪ ଜଣ ଶିଶୁ ଅଛନ୍ତି । ଉଦ୍ଧାର ପରେ…

ନବରଙ୍ଗପୁର: ଚେନ୍ନାଇ ଯାଉଥିବା ୩୨ଜଣ ଦାଦନ ଶ୍ରମିକଙ୍କୁ ବସରୁ ଉଦ୍ଧାର କଲା ପୋଲିସ

ନବରଙ୍ଗପୁର(କେନ୍ୟୁଜ୍): ଦାଦନ ଖଟିବାକୁ ଯାଉଥିବା ୩୨ଜଣ ଶ୍ରମିକଙ୍କୁ ଉଦ୍ଧାର କଲା ନବରଙ୍ଗପୁର ଟାଉନଥାନା ପୋଲିସ। ଶ୍ରମିକଙ୍କ ମଧ୍ୟରେ ୯ଜଣ ଝିଅ ଓ ୨୩ଜଣ ପୁଅ ଥିବା ବେଳେ ଅଧିକାଂଶ ନାବାଳକ, ନାବାଳିକା ରହିଛନ୍ତି। ଛତିଶଗଡ଼ରୁ ଆନ୍ଧ୍ରପ୍ରଦେଶ ଯାଉଥିବା ଏକ ବସରୁ ଏମାନଙ୍କୁ ଉଦ୍ଧାର କରାଯାଇଛି।…

ନବରଙ୍ଗପୁରରୁ ଚେନ୍ନାଇ ଚାଲାଣ ହେଉଥିବା ବେଳେ ୧୪ ଦାଦନ ଶ୍ରମିକ ଉଦ୍ଧାର

ନବରଙ୍ଗପୁର(କେନ୍ୟୁଜ୍): ରାଜ୍ୟ ବାହାରକୁ ଚାଲାଣବେଳେ ଉଦ୍ଧାର ହେଲେ ୧୪ ଦାଦନ ଶ୍ରମିକ । ନବରଙ୍ଗପୁରରୁ ଚେନ୍ନାଇର ତିରପୁର ଚାଲାଣ ହେଉଥିବା ବେଳେ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି ନବରଙ୍ଗପୁର ଟାଉନ ପୋଲିସ । ଶ୍ରମିକଙ୍କ ମଧ୍ୟରେ ୭ ଜଣ ଯୁବତୀ ୪ ଜଣ ଯୁବକ ଅଛନ୍ତି । ଏମାନଙ୍କ ମଧ୍ୟରେ ପ୍ରାୟ…