Below header
Browsing Tag

dakayati

ବନ୍ଧୁକ ଦେଖାଇ ଟଙ୍କା ଓ ସୁନା ଲୁଟି ନେଲେ ଦୁର୍ବୃତ୍ତ, ଶହେ ମିଟର ଦୂରରେ ଫିଙ୍ଗିଦେଲେ ଫୋନ

ଉମରକୋଟ(କେନ୍ୟୁଜ): ବନ୍ଧୁକ ଏବଂ ଛୁରୀ ଦେଖାଇ ସୁନା ଗହଣା ଲୁଟ । ଏଥି ସହ ଘରର ସମସ୍ତ ମୋବାଇଲ ଫୋନ ଛଡେଇ ନେଇ ଗାଁ ଠାରୁ ଶହେ ମିଟର ଦୂରରେ ଫିଙ୍ଗି ଚାଲିଯାଇଥିଲେ ଦୁର୍ବୃତ୍ତ । ତେବେ ଏହି ଘଟଣା ଉମରକୋଟର ଝରି ଗ୍ରାମରେ ଘଟିଛି । ଦୁର୍ବୃତ୍ତ ମାନେ ରାତି ଅଧିଆ ପ୍ରଥମେ ଏହି ଗାଁ ଅଭି…

କେନ୍ଦ୍ରାପଡା ବଳିରାଜ ଗାଁରେ ଡକାୟତି, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ନେଇ ଲୁଟେରା ଛୁ

କେନ୍ଦ୍ରାପଡା(କେନ୍ୟୁଜ୍‌) : କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବଳିରାଜ ଗାଁରେ ଡକାୟତି। ଗତକାଲି ବିଳମ୍ବିତ ରାତିରେ ଡାକାୟତ ମାନେ ବଳିରାଜ ଗାଁର ରାମନାଥ ସାହୁଙ୍କ ଘରେ ପଶି ପରିବାର ଲୋକଙ୍କୁ ବାହାରୁ କବାଟ ଦେଇ ଦେଇଥିଲେ। ଏହାପରେ ଏକ ଘରର କବାଟ ତାଡି ଘରୁ ୩ଟି ଟ୍ରଙ୍କ ନେଇ ଯାଇଥିଲେ।…

ରାଜଧୀନୀରେ ସଶସ୍ତ୍ର ଡକାୟତି: ଦମ୍ପତିଙ୍କୁ ବାନ୍ଧିଲେ, ହାଣିଲେ ଓ ଲୁଟିନେଲେ

ଭୁବନେଶ୍ବର(କେନ୍ଯୁଜ୍): ରାଜଧୀନୀରେ ସଶସ୍ତ୍ର ଡକାୟତି। ଦମ୍ପତିଙ୍କୁ ବାନ୍ଧିଲେ, ହାଣିଲେ ଓ ଲୁଟିନେଲେ। ଭୁବନେଶ୍ୱର ଶୈଳଶ୍ରୀବିହାର ମଞ୍ଚେଶ୍ୱର ଥାନା ଭୋଟପଡାରେ ଏହି ଡକାୟତି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଡକାୟତମାନେ ମାରଣାସ୍ତ୍ର ଧରି ଘର ଭିତରେ ପଶିଥିଲେ। ପ୍ରଥମେ…