Browsing Tag

dal

ଭାତ ଥାଳିରୁ ହଜିଯିବ ଡାଲି , ୪ମାସରେ ବଢ଼ିଲାଣି ୨୯ ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): ମହଙ୍ଗା ହେଉଛି ହରଡ ଡାଲି । ୨୦୨୩ରେ ବଢ଼ିଲାଣି ୨୯ ଟଙ୍କା । ଗତ ଡିସେମ୍ବରରେ ଦେଶରେ ହରଡ଼ ଡାଲି କିଲୋ ପିଛା ମୂଲ୍ୟ ପାଖାପାଖି ୧୦୦ ଟଙ୍କା ରହିଥିଲା । ଏବେ ଏହା ୧୨୯ ଟଙ୍କା ରହିଛି । ମାର୍ଚ୍ଚ ମାସରେ ଡାଲି କିଲୋ ୧୦୦ ଟଙ୍କା ହେବା ପରେ ସରକାର ନିର୍ଦ୍ଦିଷ୍ଟ ସୀମାଠାରୁ…

କୋଲେଷ୍ଟ୍ରଲ୍ କମ କରିବା ପାଇଁ ସପ୍ତାହରେ ତିନି ଦିନ ଖାଆନ୍ତୁ ଏହି ଡାଲି, ଦେଖା ଯିବ ନାହିଁ ହୃଦଘାତ ସମସ୍ୟା

ଡାଲି ଶରୀରକୁ ଅତ୍ୟାବଶ୍ୟକ ପୁଷ୍ଟିକର ଖାଦ୍ୟ ଯୋଗାଇଥାଏ। ଡାଲିରେ ପ୍ରୋଟିନ୍ ପରିମାଣ ଭରପୂର ରହିଥାଏ। ତେଣୁ ଅଧିକାଂଶ ବିଶେଷଜ୍ଞ ବିଶ୍ୱାସ କରନ୍ତି ଯେ କୋଲେଷ୍ଟ୍ରଲ ଏହାର ବ୍ୟବହାର ଦ୍ୱାରା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରାଯାଇପାରିବ। ତେବେ ଶରୀରରେ ଦୁଇ ପ୍ରକାରର କୋଲେଷ୍ଟ୍ରଲ ଅଛି। ଭଲ ଏବଂ…

ଡାଲି ଖାଉଛନ୍ତି ତ ହୋଇଯାଆନ୍ତୁ ସାବଧାନ, ଜାଣନ୍ତୁ ଡାଲି ଖାଇବାର ୩ଟି କ୍ଷତି

ଭାତ ସହିତ ଡାଲି ନ ଥିଲେ ଖାଇବା ଅଧା ଭଳି ଲାଗେ। ଡାଲିରେ ପ୍ରୋଟିନ ଭରପୂର ମାତ୍ରାରେ ରହିଥାଏ। ଡାଲିରୁ ଆମ ଶରୀରକୁ ଏନର୍ଜି ମିଳିଥାଏ। ବହୁତ ଲୋକ ଡାଲି ଖାଇବାକୁ ପସନ୍ଦ କରିଥାଆନ୍ତି। ବିଶେଷ କରି ‌ଭେଜ ଖାଉଥିବା ଲୋକଙ୍କ ପାଇଁ ଡାଲି ନିହାତି ଦରକାର। ଡାଲିର ବହୁତ ଫାଇଦା ରହିଛି। ମୁଗ ଓ ମସୁର…

ଘରେ ବନାନ୍ତୁ ‘ଢାବା ଷ୍ଟାଇଲ୍‌ ମସଲା ଡାଲି’

ନିରାମିଷାଶୀ ହୁଅନ୍ତୁ କି ଆମିଷାଶୀ, ପ୍ରାୟତଃ ସମସ୍ତଙ୍କୁ ପସନ୍ଦ ଆସିଥାଏ ଡାଲି। ଆପଣ ଚାହିଁଲେ, ଭାତ, ରୁଟି ସବୁଥିରେ ଏହାକୁ ଖାଇ ପାରିବେ। ତେବେ ଆମେ ଅନେକ ପ୍ରକାରର ଡାଲି ବନାଇଥାଉ। କିନ୍ତୁ ଘରେ ଆପଣ କେବେ ଢାବା ଷ୍ଟାଇଲ୍‌ ଡାଲି ପ୍ରସ୍ତୁତ କରିଛନ୍ତି କି? ଯଦି କରିନାହାନ୍ତି, ତା’ହେଲେ…