Browsing Tag

Dama Rout

ପଦ୍ମ କ୍ୟାମ୍ପରେ ଦାମ ରାଉତ, ବିଜୁ ଅନୁଗତଙ୍କୁ ଏକାଠି କରିବାକୁ ଦେଲେ ଆହ୍ଵାନ

ଭୁବନେଶ୍ବର : ଦାମୋଦର ରାଉତ ବିଜେପିରେ ଯୋଗଦାନ ପରେ କେଉଁଠି ଲଢିବେ ନିର୍ବାଚନ। ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଆଜି ସେ ଦିଲ୍ଲୀରୁ ଫେରିଥିଲେ ଓଡ଼ିଶା। ନିର୍ବାଚନ ଲଢିବେ ବୋଲି କହିଛନ୍ତି। ସେପଟେ ବିଜେଡି ଦୃଢୋକ୍ତି ପ୍ରକାଶ କରିଛି, ଦାମଙ୍କ ବିଜେପିରେ ଯୋଗ ଦାନ ବିଜେଡି ଉପରେ କୌଣସି…

ବିଜେପିରେ ମିଶିଲେ ଦାମ ରାଉତ

ସମସ୍ତ କଳ୍ପନା ଜଳ୍ପନାର ଘଟିଲା ଅନ୍ତ । ଶେଷରେ ପଦ୍ମ ଧରିଲେ ଦାମ ରାଉତ । ନୂଆଦିଲ୍ଲୀରେ ଭାରତୀୟ ଜନତା ପାର୍ଟିର ମୁଖ୍ୟ କାର୍ଯ୍ୟାଳୟରେ ଦାମ ବିଜେପିରେ ଯୋଗ ଦେଇଛନ୍ତି।

ନୂଆ ଦଳ ଘୋଷଣା କଲେ ଦାମୋଦର ରାଉତ, ଜାଣନ୍ତୁ କଣ ରଖିଲେ ନାଁ

ଭୁବନେଶ୍ବର : ନୂଆ ଦଳ ନାଁ ଘୋଷଣା କଲେ ବିଧାୟକ ଦାମୋଦର ରାଉତ । ନାଁ ରଖିଛନ୍ତି 'ବିଜୁ ସମତା କ୍ରାନ୍ତି ଦଳ'। ଏହାର ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ତୁଲାଇବେ ଦାମୋଦର ରାଉତ । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ଘୋଷଣା କରାଯାଇଛି । ପୂର୍ବରୁ ବ୍ରଜ କିଶୋର…

ଦାମଙ୍କ ବାଣ, କହିଲେ ନଭେମ୍ବର ସୁଦ୍ଧା ଗଢ଼ିବେ ନୂଆ ଦଳ

ନଭେମ୍ବର ସୁଦ୍ଧା ନୂଆ ଦଳ ଗଢ଼ିବେ ବିଜେଡିରୁ ବହିଷ୍କୃତ ନେତା ଦାମୋଦର ରାଉତ । ସେ କହିଛନ୍ତି, ବନ୍ଧୁମାନଙ୍କ ସହ ବସି ନୂଆଦଳ ବିଷୟରେ କଥା ହେବେ । ବିଜୁବାବୁଙ୍କ ଆଦର୍ଶ ଆପଣାଉଥିବା ଲୋକଙ୍କୁ ଦଳରେ ନିଆଯିବ ବୋଲି ଦାମୋଦର ରାଉତ କହିଛନ୍ତି । ଏହା ସହ ସେ କହିଛନ୍ତି, ତାଙ୍କର ବିଶ୍ୱାସ ଅଛି ନୂଆ…

ବିଜେଡିରୁ ବହିଷ୍କୃତ ହେଲେ ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ

ଭୁବନେଶ୍ବର(କେନ୍ଯୁଜ୍) : BJDରୁ ବିଧାୟକ ଦାମୋଦର ରାଉତ ବହିଷ୍କୃତ । ତାଙ୍କୁ ଦଳରୁ ବହିଷ୍କାର କଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । କିଛି ଦିନ ହେଲା ଦାମ ସରକାରୀ ବିରୋଧୀ ମନ୍ତବ୍ୟ ଦେବା ସହ  ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗ ହୋଇଥିଲା । ତାଙ୍କୁ ଦଳରୁ ବହିଷ୍କାର କରିବାକୁ …

ଡରିଲେ କି ଦାମ ! କହିଲେ, ଦଳ ନୁହେଁ ଦୁର୍ନୀତି ବିରୋଧରେ କହିଛି

ଭୁବନେଶ୍ବର : ନରମିଲେ ବରିଷ୍ଠ ବିଜେଡି ନେତା ଡାକ୍ତର ଦାମୋଦର ରାଉତ । ସ୍ୱର ବଦଳାଇଛନ୍ତି । ଦାମ କହିଛନ୍ତି, ସେ ନବୀନ କିମ୍ବା ଦଳ ବିରୋଧରେ କିଛି ବି କହି ନାହାନ୍ତି । ଯାହା କହିଛନ୍ତି ଦୁର୍ନୀତି ବିରୋଧରେ । ଗତକାଲି ଡ଼ାକ୍ତର ଦାମୋଦର ରାଉତ କହିଥିଲେ ଯେ, ସେ ବିଜେଡ଼ି ଦଳରେ ନାହାନ୍ତି ।…