ଦଶହରା ଅବସରରେ ରସୁଲପୁର ବ୍ଲକରେ ପାଳିତ ହେଉଛି ବଳଦ ଯାତ୍ରା, କ’ଣ ଏହି ପରମ୍ପରା ଜାଣନ୍ତୁ
ଦୁର୍ଗା ପୂଜା ସମୟରେ ବିଭିନ୍ନ ସ୍ଥାନରେ ବିଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । କେଉଁଠି ନିଆରା ଢଙ୍ଗରେ ମାଙ୍କର ପୂଜା ପରମ୍ପରା ରହିଥାଏ ତ ଆଉଁ କେଉଁଠି ବିଭିନ୍ନ ଯାତ୍ରା ଅନୁଷ୍ଠିତ ହୋଇଥାଏ । ଏଇ ଯେପରି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ କଲଣ ଠାରେ ଦଶହରା ଅବସରରେ ପାଳିତ…