ଡେଟିଂକୁ ଯିବା ପୂର୍ବରୁ ଡରୁଛନ୍ତି କି ? ଜାଣନ୍ତୁ ଏହାର କାରଣ
ବର୍ତ୍ତମାନ ସମୟରେ ଯେ କେହି ରିଲେସନ୍ସିପ୍ରେ ରହିବା ପୂର୍ବରୁ ପରସ୍ପରକୁ ଡେଟ୍ କରୁଛନ୍ତି । ହେଲେ ଡେଟ୍କୁ ଯିବ ପୂର୍ବରୁ ଖୁସି ହେବା ତ ସ୍ୱାଭାବିକ କିନ୍ତୁ ଯଦି ଟେନ୍ସନ୍ ହେଉଛି ତାହେଲେ ଏହା ଠିକ୍ ନୁହେଁ । ଯଦିଓ ଏହା ହେବା ସ୍ୱାଭାବିକ ହୋଇଥାଏ । ବେଳେବେଳେ ଡେଟିଂ ଆନ୍ଜାଇଟି ଏତେ…