Browsing Tag

deadbody recovered

ଆଠମଲ୍ଲିକ: ମହିଧରପୁର ଗାଁ ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଆଠମଲ୍ଲିକ(କେନ୍ୟୁଜ୍): ଠାକୁରଗଡ଼ ଥାନା ଅନ୍ତର୍ଗତ ମହିଧରପୁର ଗାଁ ପୋଖରୀରୁ ଯୁବକର ମୃତଦେହ ଉଦ୍ଧାର । ପୋଲିସ ସୂତ୍ର ମୁତାବକ, ଗତ ୨୧ ତାରିଖରେ ଆଠମଲ୍ଲିକ ଉପଖଣ୍ଡ କିଶୋର ନଗର ଥାନା ଅନ୍ତର୍ଗତ ବାଟୀମୁଣ୍ଡା ଗ୍ରାମର ସିପୁନ ନାୟକ(୨୦) ତାଙ୍କ ବାପା ପୁରସ୍ତମ ନାୟକଙ୍କ ସହିତ ଆଠମଲ୍ଲିକକୁ…

କାଠ ଯୋଡି ନଦୀରେ ଅଘଟଣ: ତିନି ଭାଇ ଗାଧୋଇବା ବେଳେ ବୁଡ଼ି ଗଲା ବଡ଼ ଭାଇ, ମୃତଦେହ ଉଦ୍ଧାର

କଟକ (କେନ୍ୟୁଜ): କଟକ ଖାନନଗର ଜଗନ୍ନାଥ ମନ୍ଦିର ନିକଟସ୍ଥ କାଠ ଯୋଡି ନଦୀରେ ଅଘଟଣ। ତିନି ଭାଇ ନଦୀରେ ଗାଧୋଇବା ବେଳେ ବୁଡ଼ି ଗଲା ବଡ଼ ଭାଇ। ଅଗ୍ନିଶମ ବାହିନୀ କାଠଯୋଡିରୁ ଉଦ୍ଧାର କଲା ମୃତଦେହ। ମୃତକଙ୍କ ନାମ ବିଶ୍ୱ ରଞ୍ଜନ ରାଉତ ବୟସ ୧୭-ବର୍ଷ। ମୃତକଙ୍କ ଘର ବାଦାମବାଡ଼ି ଅମ୍ବିକା ଲେନରେ।

ଯାଜପୁର : ଚଣ୍ଡୀଖୋଲ ଲଜ୍‌ରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର (କେନ୍ୟୁଜ୍‌) : ଚଣ୍ଡୀଖୋଲ ଛକ ନିକଟସ୍ଥ ଏକ ଲଜରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି ଜଣକ ହେଲେ ଆଶିଷ ରଞ୍ଜନ ସାମଲ । ତାଙ୍କ ଘର ଯାଜପୁର ଟାଉନ ଥାନା ନରହରିପୁର ଗ୍ରାମରେ । ତେବେ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ି ନାହିଁ। ସେ ଆସାମର ଗୌହାଟୀ ଠାରେ…