କାଠ ଯୋଡି ନଦୀରେ ଅଘଟଣ: ତିନି ଭାଇ ଗାଧୋଇବା ବେଳେ ବୁଡ଼ି ଗଲା ବଡ଼ ଭାଇ, ମୃତଦେହ ଉଦ୍ଧାର

କଟକ (କେନ୍ୟୁଜ): କଟକ ଖାନନଗର ଜଗନ୍ନାଥ ମନ୍ଦିର ନିକଟସ୍ଥ କାଠ ଯୋଡି ନଦୀରେ ଅଘଟଣ। ତିନି ଭାଇ ନଦୀରେ ଗାଧୋଇବା ବେଳେ ବୁଡ଼ି ଗଲା ବଡ଼ ଭାଇ। ଅଗ୍ନିଶମ ବାହିନୀ କାଠଯୋଡିରୁ ଉଦ୍ଧାର କଲା ମୃତଦେହ। ମୃତକଙ୍କ ନାମ ବିଶ୍ୱ ରଞ୍ଜନ ରାଉତ ବୟସ ୧୭-ବର୍ଷ। ମୃତକଙ୍କ ଘର ବାଦାମବାଡ଼ି ଅମ୍ବିକା ଲେନରେ।