Browsing Tag

kathajodi river

କାଠ ଯୋଡି ନଦୀରେ ଅଘଟଣ: ତିନି ଭାଇ ଗାଧୋଇବା ବେଳେ ବୁଡ଼ି ଗଲା ବଡ଼ ଭାଇ, ମୃତଦେହ ଉଦ୍ଧାର

କଟକ (କେନ୍ୟୁଜ): କଟକ ଖାନନଗର ଜଗନ୍ନାଥ ମନ୍ଦିର ନିକଟସ୍ଥ କାଠ ଯୋଡି ନଦୀରେ ଅଘଟଣ। ତିନି ଭାଇ ନଦୀରେ ଗାଧୋଇବା ବେଳେ ବୁଡ଼ି ଗଲା ବଡ଼ ଭାଇ। ଅଗ୍ନିଶମ ବାହିନୀ କାଠଯୋଡିରୁ ଉଦ୍ଧାର କଲା ମୃତଦେହ। ମୃତକଙ୍କ ନାମ ବିଶ୍ୱ ରଞ୍ଜନ ରାଉତ ବୟସ ୧୭-ବର୍ଷ। ମୃତକଙ୍କ ଘର ବାଦାମବାଡ଼ି ଅମ୍ବିକା ଲେନରେ।

କାଠଯୋଡ଼ିକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ଦୀର୍ଘ ଘଣ୍ଟା ପରେ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ଭୁବନେଶ୍ବର(କେନ୍ଯୁଜ୍): କାଠଯୋଡ଼ିକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। କଟକ କାଠଯୋଡ଼ି ପୋଲରୁ ନଦୀକୁ ଡେଇଁଲେ ଯୁବକ। ଯୁବକ ଜଣକ ପୋଲ ଉପରେ ଗାଡି ରଖି ପାଣି ଭିତରକୁ ଡେଇଁ ପଡିଥିଲେ। ଯୁବକ ଜଣଙ୍କ ନାଁ ତପନ କୁମାର। ତାଙ୍କ ଘର ଭୁବନେଶ୍ୱର ଖାରବେଳନଗରରେ। ଗତକାଲି ସଂନ୍ଧ୍ୟାରେ ତପନ ଘରୁ ବାହାରି…

ହୋଲି ଖେଳି ସାରି ଗାଧୋଇବା ବେଳେ ଅଘଟଣ, କଟକ କାଠଯୋଡ଼ିିରେ ବୁଡ଼ି ଦୁଇ ସାଙ୍ଗ ମୃତ

କଟକ : କଟକ କାଠଯୋଡ଼ିିରେ ବୁଡ଼ି ଦୁଇ ସାଙ୍ଗ ମୃତ। ବୟାଳିଶ ମୌଜା ବ୍ରିଜ ନିକଟରେ ଗାଧୋଉଥିଲେ ୨ ସାଙ୍ଗ । ହୋଲି ଖେଳିସାରି ଗାଧୋଉଥିଲେ ୨ସାଙ୍ଗ । ୨ଜଣଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ଉଭୟଙ୍କ ଘର ନେତାଜୀ ନଗର । ମୃତ ୨ ସାଙ୍ଗ ଶୁଭମ୍‌ ବେହେରା ଓ ନିଶାନ୍ତ ପାଢୀ । ଉଭୟ…

ମିଳୁନି କାଠଯୋଡ଼ି ନଦୀକୁ ଡେଇଁଥିବା ଦେବବ୍ରତଙ୍କ ପତ୍ତା, ପହଁରା ଜାଣିଥିବାରୁ କୁଆଡ଼େ ପଳାଇଯାଇଥିବା ସନ୍ଦେହ

କଟକ(କେନ୍ୟୁଜ୍):   କାଠଯୋଡ଼ି ପୋଲରୁ ନଦୀଗର୍ଭକୁ ଡେଇଁଥିବା ଦେବବ୍ରତ ମହାପାତ୍ରଙ୍କ ମିଳିପାରିନି ପତ୍ତା। ଦେବବ୍ରତ ମହାପାତ୍ରଙ୍କୁ ଓଡ୍ରାଫ ଟିମ୍‌ ବହୁ ଖୋଜାଖୋଜି ପରେ ମଧ୍ୟ ପାଇ ପାରି ନାହିଁ। ନଦୀ ଭିତରେ ଓଡ୍ରାଫ ଟିମ ଖୋଜାଖୋଜି କରିଥିବାବେଳେ ନଦୀ କୂଳେ କୂଳେ ଜଗତସିଂହପୁର ପୋଲିସ…

କାଠଯୋଡ଼ି ନଦୀ ଭିତରକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ ଘଟଣା, ଏପର୍ଯ୍ୟନ୍ତ ମିଳୁନି ଯୁବକଙ୍କ ସନ୍ଧାନ

କଟକ(କେନ୍ୟୁଜ୍):  ସ୍ତ୍ରୀ ଓ ଛୁଆ ଆଗରେ କଟକ କାଠଯୋଡ଼ି ନଦୀ ଭିତରକୁ ଡ଼େଇଁ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିଖୋଜ ଯୁବକଙ୍କ ମିଳିନି ସନ୍ଧାନ । ଆଜି ଦ୍ୱିତୀୟ ଦିନରେ ମଧ୍ୟ ସର୍ଚ୍ଚ ଅପରେସନ୍‌ ଜାରି ରହିଛି। କାଠଯୋଡ଼ିରେ ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ ଖୋଜାଖୋଜି ଚଳାଇଛନ୍ତି। କିନ୍ତୁ ଏଯାଏଁ…

କଟକ: କାଠଯୋଡି ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଖୋଜା ଖୋଜି କରୁଛି ଓଡ୍ରାଫ ଟିମ୍

କଟକ(କେନ୍ୟୁଜ୍): ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ। କଟକ କାଠଯୋ଼ଡି ନଦୀରେ ଘଟିଛି ଏଭଳି ଅଘଟଣ। ଘରୋଇ କନ୍ଦଳରୁ ଜଣେ ଯୁବକ କାଠଯୋଡ଼ି ପୋଲ ଉପରୁ ନଦୀକୁ ଡେଇଁ ପଡ଼ିଛନ୍ତି। କୌଣସି କାରଣକୁ ପତ୍ନୀଙ୍କ ବଚସା ହେବା ପରେ ପୋଲ ଉପରେ ବାଇକକୁ ରଖି ସେ ଡେଇଁ ପ଼ଡିଛନ୍ତି। ଯୁବକ ଜଣକ ନିଆଳିର…