Below header

ହୋଲି ଖେଳି ସାରି ଗାଧୋଇବା ବେଳେ ଅଘଟଣ, କଟକ କାଠଯୋଡ଼ିିରେ ବୁଡ଼ି ଦୁଇ ସାଙ୍ଗ ମୃତ

କଟକ : କଟକ କାଠଯୋଡ଼ିିରେ ବୁଡ଼ି ଦୁଇ ସାଙ୍ଗ ମୃତ। ବୟାଳିଶ ମୌଜା ବ୍ରିଜ ନିକଟରେ ଗାଧୋଉଥିଲେ ୨ ସାଙ୍ଗ । ହୋଲି ଖେଳିସାରି ଗାଧୋଉଥିଲେ ୨ସାଙ୍ଗ । ୨ଜଣଙ୍କ ମୃତଦେହ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ । ଉଭୟଙ୍କ ଘର ନେତାଜୀ ନଗର । ମୃତ ୨ ସାଙ୍ଗ ଶୁଭମ୍‌ ବେହେରା ଓ ନିଶାନ୍ତ ପାଢୀ । ଉଭୟ କେନ୍ଦ୍ରୀୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ବୋଲି ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.