ଘଟଗାଁ : ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ଅକାଳ ବିୟୋଗ
ଘଟଗାଁ (କେନ୍ୟୁଜ୍): ପ୍ରାର୍ଥୀପତ୍ର ଯାଞ୍ଚ ହେଲା, କାଏମ ବି ରହିଲା । ହେଲେ ରହିଲେନି ପ୍ରାର୍ଥୀ ଜଣକ । କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ଅନ୍ତର୍ଗତ ଢେଙ୍କିକୋଟ ୮ନମ୍ବର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଅନାଦି ଚରଣ ସିଂଙ୍କ ଆଜି ଅକାଳ ବିୟୋଗ ଘଟିଛି । ସେ ବିଜୁ ଜନତା ଦଳର ପ୍ରାର୍ଥୀ ଥିଲେ ।…