Browsing Tag

deba dipabali in srimandir

ଆଜିଠୁ ତିନି ଦିନ ଧରି ଶ୍ରୀମନ୍ଦିରରେ ପାଳନ ହେବ ଦେବ ଦୀପାବଳୀ: ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ ମହାପ୍ରଭୁ

ପୁରୀ(କେନ୍ୟୁଜ୍): ମାର୍ଗଶୀର କୃଷ୍ଣ ଚତୁର୍ଦଶୀ। ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ଦେବ ଦୀପାବଳୀ। ମହାପ୍ରଭୁ ଶ୍ରୀଜଗନ୍ନାଥ ମନ୍ୟୁଷ୍ୟମାନଙ୍କ ଭଳି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିନି ଦିନ ଦୀପଦାନ କରନ୍ତି । ମାର୍ଗଶୀର କୃଷ୍ଣ ଚତୁର୍ଦଶୀ ଦିନ ଅଦିତି କଶ୍ୟପଙ୍କ ଉଦ୍ଦେଶ୍ୟରେ, ଆମାବାସ୍ୟା ଦିନ…

ଦୀପ ଆଲୋକରେ ଝଲସିଲା ଶ୍ରୀମନ୍ଦିର, ମାର୍ଗଶୀର ଚତୁର୍ଦ୍ଦଶୀରେ ଆରମ୍ଭ ହୋଇଛି ଦେବ ଦୀପାବଳି

ପୁରୀ: ଦୀପ ଆଲୋକରେ ଝଲସିଲା ଶ୍ରୀମନ୍ଦିର। ମାର୍ଗଶୀର ଚତୁର୍ଦ୍ଦଶୀରେ ଆରମ୍ଭ ହୋଇଛି ଦେବ ଦୀପାବଳି। ୩ଦିନ ପାଇଁ ମହାପ୍ରଭୁଙ୍କୁ ଶ୍ରାଦ୍ଧବେଶ କରାଯାଇଛି । ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁଙ୍କ ଶ୍ରାଦ୍ଧ ଏବଂ ଦୀପଦାନ ବିଧି ରହିଛି । ମାର୍ଗଶୀର ମାସ କୃଷ୍ଣପକ୍ଷ ଚତୁର୍ଦଶୀ, ଅମାବାସ୍ୟା ଓ…