Browsing Tag

delivery

ହଟିଲା ହାଡ ଭଙ୍ଗା ପରିଶ୍ରମ, ରାମୁ ଦୁଃଖ ବୁଝି ZOMATO ଉପହାର ଦେଲେ ଇଲେକ୍ଟ୍ରୀକ୍ ଟ୍ରାଏ ସାଇକେଲ

କିଛି ଦିନ ପୁର୍ବରୁ ନିଜ ଟ୍ରାଏ ସାଇକେଲରେ ଘରକୁ ଘର ବୁଲି ଟାଇମରେ ଜୋମାଟୋର ଖାଦ୍ୟ ପହଞ୍ଚାଉଥିବା ଦିବ୍ୟାଙ୍ଗ ଯୁବକ ରାମୁ ସାହୁଙ୍କ କଥା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା ।ଏହି ଦିବ୍ୟାଙ୍ଗ ରାମୁଙ୍କ ପରିଶ୍ରମ ପାଇଁ ସବୁଆଡୁ ପ୍ରଶଂସାର ସୁଅ ମଧ୍ୟ ଛୁଟିଥିଲା। ନିଜର ନିଷ୍ଠାପର କାମ…

ବିଚିତ୍ର, ବିରଳ ଘଟଣା : ଗୋଟିଏ ଶିଶୁ ଜନ୍ମର ୨୬ ଦିନ ପରେ ଆଉ ଗୋଟିଏ ଶିଶୁର ଜନ୍ମ, କେମିତି ସମ୍ଭବ ହେଲା ?

ବାଂଲାଦେଶ : ଏଇ କଳି ଯୁଗରେ ଅନେକ ବିଚିତ୍ର ଘଟଣା ଘଟୁଛି । ଯେମିତି ପିଲା ଜନ୍ମ ନେଇ ଘଟିଛି କେବେବି ଘଟିନଥିବା ଗୋଟିଏ ଘଟଣା । ଏଠାକାର ଜୈସୋରର ଦକ୍ଷିଣ ପଶ୍ଚିମ ଏଡ ଡାଇନ ହସ୍ପିଟାଲରେ ମାର୍ଚ୍ଚ ୨୨ ତାରିଖରେ ଦେଖିବାକୁ ମିଳିଥିଲା ଏହି ଆଶ୍ଚର୍ଯ୍ୟକର ଘଟଣା । ଜଣେ ମହିଳା ଗୋଟିଏ ସନ୍ତାନ…

ଜନନୀ ଯାତନାର ଆଉ ଏକ ଚିତ୍ର : ଆମ୍ବୁଲାନ୍ସ ଆସିଲାନି, ଅଟୋରେ ପ୍ରସବ କଲେ ମହିଳା

ନବରଂଗପୁର : ନବରଂଗପୁରରୁ ଆସିଛି ଜନନୀ ଯାତନାର ଆଉ ଏକ ଚିତ୍ର । ଆମ୍ବୁଲାନ୍ସ ଆସିଲାନି, ଅଟୋରେ ପ୍ରସବ କଲେ ମହିଳା । ଘଟଣା ଘଟିଛି ନବରଂଗପୁର ଡାବୁଗାଁ ବ୍ଳକର ଘୋଡାଖୁଣ୍ଟା ଗାଁରେ । ରାତିରେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍‌ସକୁ ଫୋନ କରାଯାଇଥିଲା । ଗାଡି ଖରାପ ଅଛି…