Browsing Tag

dellhi five-star hotel

ରାଜ ପରିବାର ସଂପର୍କୀୟ କହି ଠକେଇ ଅଭିଯୋଗ : ୨୩ଲକ୍ଷ ଟଙ୍କାର ହୋଟେଲ ବିଲ ନଦେଇ ଚମ୍ପଟ ମାରିଲେ ମହମ୍ମଦ ସରିଫ

ନୂଆଦିଲ୍ଲୀ : ରାଜ ପରିବାର ସଂପର୍କୀୟ କହି ଠକେଇ ଅଭିଯୋଗ । ନିଜକୁ ରାଜ ପରିବାର ସଂପର୍କୀୟ ବୋଲି ପରିଚୟ ଦେଲେ । ଫାଇଭ ଷ୍ଟାର ହୋଟେଲରେ ରହିଲେ । କିନ୍ତୁ ୨୩ଲକ୍ଷ ଟଙ୍କାର ବିଲ ନଦେଇ ଫେରାର ହୋଇଗଲେ । ଦିଲ୍ଲୀରୁ ଏଭଳି ଘଟଣା ସାମନାକୁ ଆସିଛି । ଅଭିଯୁକ୍ତଙ୍କ ନାମ ମହମ୍ମଦ ସରିଫ । ହୋଟେଲ…