ମା’ ହେଲେ ‘ଗୋପୀ ବୋହୂ’, ବିବାହର ୨ ବର୍ଷ ପରେ ଶିଶୁପୁତ୍ରକୁ ଦେଲେ ଜନ୍ମ
‘ଗୋପୀ ବୋହୂ’ ନାମରେ ଘରେ ଘରେ ପରିଚୟ ପାଇଥିବା ଟିଭି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଫ୍ୟାନମାନଙ୍କୁ ଖୁସି ଖବର ଦେଇଛନ୍ତି । ଅଭିନେତ୍ରୀ ମା’ ହୋଇଛନ୍ତି । ସେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ଦେବୋଲିନା ନିଜେ ନିଜ ଇନଷ୍ଟାଗ୍ରାମ ଜରିଆରେ ଫ୍ୟାନମାନଙ୍କୁ ଏହି ଖୁସି ଖବର ଜଣାଇଛନ୍ତି…