Browsing Tag

different place

ବଦଳିବ ରାଜ୍ୟସ୍ତରୀୟ ପରେଡ ସ୍ଥଳ, ମହାତ୍ମାଗାନ୍ଧୀ ମାର୍ଗ ପରିବର୍ତ୍ତେ ଖୋଲା ସ୍ଥାନରେ ହେବ ପରେଡ

ବଦଳିବ ରାଜ୍ୟସ୍ତରୀୟ ପରେଡ ସ୍ଥଳ। ମହାତ୍ମାଗାନ୍ଧୀ ମାର୍ଗ ପରିବର୍ତ୍ତେ ଏକ ଖୋଲା ସ୍ଥାନରେ ଏହା କରିବାକୁ ଯୋଜନା କରୁଛନ୍ତି ସରକାର। ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସହ ପୋଲିସ କମିଶନର ୩ଟି ସ୍ଥାନ ଯାଞ୍ଚ କରିଛନ୍ତି। ଯଦି ଏଭଳି ହୁଏ,…