Browsing Tag

digapahandi

ପିଲାଙ୍କ ସହ ବ୍ୟାଡ୍ ମିଣ୍ଟନ ଖେଳିଲେ ବିଡ଼ିଓ, କହିଲେ କ୍ରୀଡାର ଉପକାରିତା

ଦିଗପହଣ୍ଡି: ଖରା ଛୁଟିରେ ପିଲାମାନେ ଇନ ଡୋର ଷ୍ଟାଡିଅମରେ ଖେଳୁଥିଲେ ବ୍ୟାଡ୍ ମିଣ୍ଟନ । ଆଉ ଠିକ ସେହି ସମୟରେ ପହଞ୍ଚିଲେ ବିଡ଼ିଓ । ପିଲାଙ୍କ ସହ ହାତ ମିସାଇଲେ ଆଉ ବ୍ୟାଡ୍ ମିଣ୍ଟନ ଖେଳିଲେ । ଏବେ ପ୍ରତ୍ୟକ ବିଦ୍ୟାଳୟରେ ଗ୍ରୀଷ୍ମ କାଳୀନ ଛୁଟି ହୋଇଯାଇଛି । ସବୁ ବିଦ୍ୟାଳୟ ଏବେ ବନ୍ଦ । ତେଣୁ…

ଏମିତି ବି ଆସେ ମୃତ୍ୟ, ଘରକୁ ଫେରିବା ସମୟରେ ଅକସ୍ମାତ ଚାଲିଗଲା ଜୀବନ

ମେଡିକାଲ୍ ବେଡ୍ ରେ ପଡିଛି ମୃତଶରୀର । ପରିବାର ଲୋକେ ସ୍ତବ୍ଧ ପାଲଟିଯାଇଛନ୍ତି । ନିମିଷକ ଭିତରେ କ'ଣ ଘଟିଗଲା କେହି କିଛି ବୁଝି ପାରୁନାହାନ୍ତି । ଅକାଳରେ ଚାଲିଗଲା ନୀରହ ଜୀବନ । ସତରେ ଜୀବନର କ'ଣ ବା ଭରଷା । ଏଇ ଅଛି ଏଇ ନାହିଁ । ମୃତ୍ୟୁ କେତେବେଳେ କେମିତି ଆସେ, ତାହା କେହି…

ପ୍ରସିଦ୍ଧ କଡେଇ ମିକ୍ସଚର, ଯିଏ ଖାଇଛି ସିଏ ଜାଣିଛି ଏହାର ସ୍ୱାଦ

ବ୍ରହ୍ମପୁର : ଆମ ରାଜ୍ୟ ଓଡିଶା । ଏଠାକାର ବିଭିନ୍ନ ସ୍ଥାନରେ ରହିଛି ବିଭିନ୍ନ ପ୍ରକାରର ଖାଦ୍ୟ । ଯେମିତିକି ପାହାଳ ରସଗୋଲାକୁ ନମାପଡା ଛେନା ଝିଲ୍ଲୀ, କଟକ ଦହିବରାକୁ ପୁରୀ ଖଜା । ସେମିତି ଆଜି କଥା ହେବା ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ମିକ୍ସଚର ବିଷୟରେ । ଯାହା ବହୁ ବର୍ଷ ଧରି ଲୋକଙ୍କର…

ବିଳମ୍ବିତ ରାତିରେ ଫାଷ୍ଟ ଫୁଡ ଦୋକାନରେ ଲାଗିଲା ନିଆଁ ,ତଦନ୍ତ କରୁଛି ପୋଲିସ

ଗଞ୍ଜାମ : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୁଞ୍ଜିକୟଂ। ଛକରେ ବିଳମ୍ବିତ ରାତି ପ୍ରାୟ ୧୨ଟା ପରେ ହଠାତ ନିଆଁ ଲାଗି ଗୋଟିଏ ଫାଷ୍ଟ ଫୁଡ ଦୋକାନ ଏବଂ ଗୋଟିଏ କ୍ୟାବିନ ସମ୍ପୂର୍ଣ୍ଣ ଜଳି ଯାଇଛି  । ଖବର ପାଇ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଖବର ପାଇଲା ପରେ ପୋଲିସ…

ଦିଗପହଣ୍ଡିରେ ଘର ଉପରକୁ ବୋମାମାଡ଼, କାରଣ ଅସ୍ପଷ୍ଟ

ବ୍ରହ୍ମପୁର: ଗଞ୍ଜାମ ଦିଗପହଣ୍ଡିରେ ପୁଣି ବୋମା ମାଡ଼ ।  ଦୀପାବଳିରେ ଘର ଉପରକୁ ବୋମାମାଡ଼ ହୋଇଛି । ଲଗାତାର ପୋଲିସକୁ ଚାଲେଞ୍ଜ କରି ଫୁଟୁଛି ହାତ ତିଆରି ବୋମା । ତେବେ କାହାର କୌଣସି କ୍ଷତି ହୋଇ ନାହିଁ । କିଏ ଓ କାହିଁକି ବୋମାମାଡ଼ କଲା କାରଣ ଅସ୍ପଷ୍ଟ ରହିଛି। ସୂଚନା ଅନୁସାରେ ଗତକାଲି…

ଦିଗପହଣ୍ଡିରେ ଅଭିଯୋଗ ଶୁଣାଣୀ, ଯୋଗଦେଲେ ଜିଲ୍ଲାପାଳଙ୍କ ସମେତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ

ଗଞ୍ଜାମ :ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଏବଂ ପୋଲିସ ମିଳିତ ଅଭିଯୋଗ ଶୁଣାଣୀ  ହୋଇଛି । ଏହି ଅଭିଯୋଗ ଶୁଣାଣୀରେ ୧୦୦ ଗୋଟି ଅଭିଯୋଗର ଶୁଣାଣୀ କରାଯାଇଥିଲା । ଜମିପଟା, ଜବର ଦଖଲ, ନୂଆ ପୋଖରୀ କାର୍ଯ୍ୟକ୍ରମ ଭତ୍ତା ଏବଂ ବିଭିନ୍ନ ବିଭାଗ ର ସମ୍ପର୍କ ରେ…

ଦ୍ରାକ୍ଷା ମିଠା: ମହାପ୍ରଭୁଙ୍କ ନଅ ଦିନ ଯାତ୍ର ସମୟରେ ମିଳେ ଏହି ସୁଆଦିଆ ମିଠା

ବ୍ରହ୍ମପୁର:  ଅନେକ ମିଠା ବିଷୟରେ ଆପଣମାନେ ଶୁଣିଥିବେ ଆଉ ଖାଇବି ଥିବେ । ହେଲେ ଦ୍ରାକ୍ଷା ମିଠା ବିଷୟରେ ଜାଣିଛନ୍ତି କି? ଯଦି ଜାଣିଛନ୍ତି ତାହା ହେଲେ ଭଲ କଥା । ଆଉ ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା । ରଥ ଯାତ୍ରା ସମୟରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ମିଳିଥାଏ ଏହି ସ୍ୱତନ୍ତ୍ର…

ସ୍ୱପ୍ନାଦେଶ ପରେ ମା’ଙ୍କ ନାମକରଣ ହୋଇଥିଲା ସୁବର୍ଣ୍ଣରେଖା, ଏବେ ଚାଲିଛି ଠାକୁରାଣୀଙ୍କ ଯାତ୍ରା

ଗଞ୍ଜାମ(କେନ୍ୟୁଜ)- ମା’ଙ୍କ ଯାତ୍ରା ପାଇଁ ଘଣ୍ଟ ଘଣ୍ଟା ହୁଳହୁଳିରେ କମ୍ପି ଉଠୁଛି ଗଗନ ପବନ । ହଜାର ହଜାର ଭକ୍ତଙ୍କ ସମାଗମରେ ପାଳିତ ହୋଇଛି ସୁବର୍ଣ୍ଣରେଖା ଠାକୁରାଣୀଙ୍କ ଯାତ୍ରା । ଓଡ଼ିଶାରେ ବିଭିନ୍ନ ପର୍ବ ପର୍ବାଣୀ ପାଳନ କରାଯାଏ । ଗାଁ ଗାଁରେ ଅଧିଷ୍ଠାତ୍ରୀ ଦେବୀଙ୍କ ପୂଜାର୍ଚ୍ଚନା ସହ…

ଅଟୋକୁ ଧକ୍କା ଦେଲା ଟ୍ରକ୍‌; ଜଣେ ମୃତ, ୪ ଗୁରୁତର

ବ୍ରହ୍ମପୁର (କେନ୍ୟୁଜ): ଦିଗପହଣ୍ଡି ଆସିକା ରାସ୍ତାର ରାଜପୁର ନିକଟ ଅଟୋକୁ ପଛରୁ ପିଟିଲା ଟ୍ରକ୍‌ । ଦୁର୍ଘଟଣାରେ ଜଣେ ମୃତ ୪ ଗୁରୁତର । ୪ ଗୁରୁତରଙ୍କୁ ବ୍ରହ୍ମପୁର ଏମ୍‌କେସିଜିକୁ ସ୍ଥାନାନ୍ତର କରାଯାଇଛି । ଆଜି ଭୋର ସାଢେ ୫ଟାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ…

ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ଉପ ନିର୍ବାଚନ: ୧୨.୩୦ରୁ ଭୋଟ୍; ଅପରାହ୍ନ ୨ଟାରେ ଫଳାଫଳ ଘୋଷଣା

ବ୍ରହ୍ମପୁର (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଧ୍ୟକ୍ଷ ପଦବି ପାଇଁ ଆଜି ଉପ ନିର୍ବାଚନ । ନିର୍ଵାଚନ ପାଇଁ ନାମାଙ୍କନ ଦାଖଲ ନିମନ୍ତେ ଦିନ ୧୧ଟାକୁ ସମୟ ଧାର୍ଯ୍ୟ କରାଯାଇଥିଲା । ଏହାପରେ ଯାଞ୍ଚ ଓ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ପ୍ରକ୍ରିୟା ରହିଛି । ୧୨.୩୦ରୁ ଭୋଟ୍ ଗ୍ରହଣ ଏବଂ…

ବିଜେଡି ନେତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଘଟଣା : ଖସି ପଳାଉଥିଲା ବେଳେ ଅଭିଯୁକ୍ତକୁ ଗିରଫ କଲା ପୋଲିସ

ଗଞ୍ଜାମ (କେନ୍ୟୁଜ): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ବିଜେଡି ନେତାଙ୍କୁ ଗାଡ଼ି ଚଢ଼ାଇ ହତ୍ୟାର ଅଭିଯୁକ୍ତ ଗିରଫ । ବିଜେଡି ନେତା ଲଳିତ ମୋହନ ମହାପାତ୍ରଙ୍କ ହତ୍ୟାର ଅଭିଯୁକ୍ତ ରାମକୃଷ୍ଣ ମିଶ୍ରକୁ ଗିରଫ କରିଛି କେ. ନୂଆଗାଁ ଥାନା ପୋଲିସ । ହରିଦ୍ୱାର ପଳାଇଥିବା ବେଳେ ଝାରସୁଗୁଡ଼ା…

କେଉଁ ପରିସ୍ଥିତିରେ ମୁହାଁମୁହିଁ ଧକ୍କା ହେଲା ୨ ବସ୍‌, ଟ୍ରାଜେଡିର ଚାଲିଛି କାରଣ ଖୋଜା

(କେନ୍ୟୁଜ): ଦିଗପହଣ୍ଡି ଖେମୁଣ୍ଡିରେ ଦୁଇଟି ବସ୍‌ ମଧ୍ୟରେ କେମିତି ଓ କେଉଁ ପରିସ୍ଥିତିରେ ମୁହାଁମୁହିଁ ଧକ୍କା ହେଲା ? ତ୍ରୁଟି କାହାର ? ବସ୍‌ ଟ୍ରାଜେଡିର ଚାଲିଛି କାରଣ ଖୋଜା । ପ୍ରାଥମିକ ତଦନ୍ତରୁ ଜଣାପଡିଛି ଘରୋଇ ବସ୍‌ର ନଥିଲା ଇନ୍‌ସ୍ୟୁରାନ୍‌ସ । ୨୫ ବର୍ଷ ତଳର ପୁରୁଣା ଗାଡ଼ି । ବିନା…