କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲା: ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଦଣ୍ଡ ଶୁଣାଣି ଅକ୍ଟୋବର…
ଭୁବନେଶ୍ବର: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କ ବିରୋଧରେ ଦଣ୍ଡ ଶୁଣାଣି ଅକ୍ଟୋବର ୨୬କୁ ଘୁଞ୍ଚିଲା । ସମସ୍ତ ଦୋଷୀଙ୍କୁ ୨୬ରେ ବ୍ୟକ୍ତିଗତ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ ଜଜ ଜଷ୍ଟିସ ଭାରତ ପରାସର। ପୂର୍ବତନ…