ରାମଚନ୍ଦ୍ରପୁରର ଦିବ୍ୟାଙ୍ଗ ଯୁବକ ନୀଳମଣି ଜେନାଙ୍କୁ କେବେ ମିଳିବ ସରକାରୀ ସହାୟତା
ଆନନ୍ଦପୁର: ଦଇବ ଯେ କେତେବେଳେ କାହାକୁ ନେଇ କେଉଁ ମୋଡରେ ଠିଆ କରିଦେବ ତାହା କେହି ବି କହିପାରିବେ ନାହିଁ । ଯେଉଁଠି ସୃଷ୍ଟି ନିୟନ୍ତା ଦଇବ ହାତରେ ବନ୍ଧା ସେଠି ଛାର ମଣିଷ ଏଥିରୁ କିପର ବର୍ତ୍ତିବ? ସମୟର କରାଳ ଚକ୍ରରେ ପେଷି ହୋଇ ଏକ ଦୁର୍ଘଟଣାରେ ଦୁଇ ଗୋଡ଼ ଅକାମି ହେବା ପରେ ଆରମ୍ଭ ହୋଇଗଲା…