Browsing Tag

disabled woman

ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ, ଡିଏନଏ ରିପୋର୍ଟ ଯାଞ୍ଚ ପରେ ବାପା ଗିରଫ

ମୁମ୍ବାଇ : ବାପା ସାଜିଲା ଶଇତାନ । ଦିବ୍ୟାଙ୍ଗ ଝିଅକୁ ଦୁଷ୍କର୍ମ କରି ବାପା ଗିରଫ । ଏହି ଲୋମହର୍ଷଣକାରୀ ଘଟଣା ସମସ୍ତଙ୍କ ଛାତି ଥରିଯାଇଛି । ସାଉଥ ମୁମ୍ବାଇ ଅଞ୍ଚଳରେ ଏଭଳି ଘଟଣା ଘଟିଛି । ଖବର ମୁତାବକ, ମୁମ୍ବାଇର କଫି ପ୍ୟାରେଡ୍ ଏରିଆରେ ଜଣେ ୨୦ ବର୍ଷୀୟ ଯୁବତୀ ଦୁଷ୍କର୍ମର ଶିକାର…

ପିଶାଚ ପାଲଟିଲା ଡ୍ରାଇଭର: ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ରାସ୍ତା କଡ଼ରୁ ନେଲା ଉଠାଇ

ଭଦ୍ରକ: ପିଶାଚ ପାଲଟିଲା ଡ୍ରାଇଭର ।  ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ବି ଛାଡିଲାନି । ବର୍ଷା ଓ ଅନ୍ଧାର ରାତିର ସୁଯୋଗ ନେଇ ଜୋରଜବରଦସ୍ତ ରାସ୍ତା କଡ଼ରୁ ଉଠାଇ ନେଲା । ମହିଳାଙ୍କ ଅର୍ତ୍ତ ଚିତ୍କାର ବି ଶୁଣିଲାନି । ଅନ୍ଧାର ରାତିର ଅନ୍ଧକାରରେ ମିଳେଇଗଲା କରୁଣ ସ୍ବର । ସିସିଟିଭିରେ…

ଝିଅ ପାଇଁ ଯୋଦ୍ଧା ସାଜିଲେ ଭିନ୍ନକ୍ଷମ ମା’, ରାସ୍ତାରେ ଚଲେଇଲେ ଇ-ରିକ୍ସା

ଯେଉଁଦିନ ଯେତିକି ଯାତ୍ରୀ ମିଳନ୍ତି ତାକୁ ନେଇ ମୁଁ ଖୁସି । ସବୁଦିନ ସମାନ ଯାଏ ନାହିଁ । ଭଗବାନ ଦିନା ନା ଦିନେ ମୋ ଦୁଃଖ ଶୁଣିବେ…ଏହି ବିଶ୍ୱାସରେ ମୁଁ ଚାଲିଛି ।’ ଏକଥା ଆମେ କହୁନୁ ଏ କଥା ଗୋଟିଏ ଅସହାୟ ମା’ର ….ଯିଏ ଶାରିରୀକ ଭାବରେ ଭିନ୍ନକ୍ଷମ । ସେ ଭିନ୍ନକ୍ଷମ ସତ, କିନ୍ତୁ ଜୀବନ…

ଭାରି ସୁଆଦିଆ ମମତା ନାନୀଙ୍କ ବଡ଼ି, ଭିନ୍ନକ୍ଷମ ହୋଇ ବି ସେ ସକ୍ଷମ

ଆନନ୍ଦପୁର: ମମତା ନାନୀ ଡାକରେ ହିଁ ଏକ ଭିନ୍ନ ଛବି ଆସିଯାଏ ସ୍ଥାନୀୟ ଲୋକଙ୍କ ମନରେ । ସେ ଜଣେ ଭିନ୍ନକ୍ଷମ ମହିଳା ସତ ହେଲେ ସମୟ କେବେ ତାଙ୍କୁ ସେମିତି କିଛି ଭାବିବାକୁ ସମୟ ଦେଇନି । ଭିନ୍ନକ୍ଷମ ହୋଇ ବି ସେ ସକ୍ଷମ । ନିଜର ଦୃଢ ଇଚ୍ଛାଶକ୍ତି ଓ ଆତ୍ମବିଶ୍ୱାସ ବଳରେ ସେ ଅନ୍ୟମାନଙ୍କ ପାଇଁ…

କେହି ଶୁଣୁନାହାନ୍ତି ଗୁହାରି, ଚାରିମାସ ହେବ ଭିନ୍ନକ୍ଷମ ମହିଳାଙ୍କୁ ମିଳୁନାହିଁ ଭତ୍ତା

କାମାକ୍ଷାନଗର : ଚାରିମାସ ହେବ ଭିନ୍ନକ୍ଷମ ମହିଳାଙ୍କୁ ମିଳୁନାହିଁ ଭତ୍ତା । ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ବ୍ଲକ୍ ଓ ଜିଲ୍ଲା କାର୍ଯ୍ୟାଳୟ ପର୍ଯ୍ୟନ୍ତ ଧାଇଁ ଧାଇଁ ନୟାନ୍ତ ହେଲେଣି ପରିବାର । କିନ୍ତୁ କେହି ଶୁଣୁନାହାନ୍ତି ଗୁହାରି । ଏପରି ଘଟଣା ଦେଖିବାକୁ ମିଳିଛି କଙ୍କଡାହାଡ଼ ବ୍ଲକ ରାଇବୋଲ…

ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ପ୍ରମାଣ ପତ୍ର ଥାଇ ସୁଦ୍ଧା ସରକାରୀ ସହାୟତାରୁ ବଞ୍ଚିତ ସୁଲୋଚନା, ତଥାପି ଜୀବନ ଜୀବିକା…

ସାଲେପୁର: ଜୀବନ ଜୀବିକା ବଞ୍ଚାଇବା ପାଇଁ ସମସ୍ତଙ୍କୁ କଷ୍ଟ କରିବାକୁ ପଡ଼ିଥାଏ । ଏହା ଭିତରେ ଯଦି ପ୍ରଗାଢ ଇଚ୍ଛା ଶକ୍ତି ଥାଏ ତେବେ ହାର ମାନିଥାଏ ସବୁ ପ୍ରତିବନ୍ଧକ । ଯାହାକୁ ପ୍ରମାଣ କରି ଦେଖାଇଛନ୍ତି କଟକ ଜିଲ୍ଲା ସାଲେପୁର ବ୍ଲକ୍ ସୌରି ଜାହଙ୍ଗିରାବାଦର ଦିବ୍ୟାଙ୍ଗ ମହିଳା ସୁଲୋଚନା ପତି।…

ଦିବ୍ୟାଙ୍ଗ ମହିଳାଙ୍କ ଅସାଧାରଣ ପ୍ରତିଭା ଦେଖି ଆଶ୍ଚର୍ଯ୍ୟ ଲୋକେ, ଦେଖନ୍ତୁ ଭିଡିଓ

ଯେତେବେଳେ ମନରେ ସାହସ ଏବଂ ଆତ୍ମବିଶ୍ୱାସ ଆସେ ସେତେବେଳେ ଆପଣ ଯେକୌଣସି ଅସୁବିଧାକୁ ବି ପାର କରିଯାଆନ୍ତି । କୌଣସି ପ୍ରକରର ଶାରୀରିକ ଅକ୍ଷମତା ଆତ୍ମବିଶ୍ଵାସଠାରୁ ବଡ଼ ହୋଇପାରେ ନାହିଁ । ଏ କଥା କେବଳ ଆମେ କହୁନାହୁଁ ବରଂ ଜଣେ ମହିଳା ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି । ମହିଳାଜଣକ ସମାଜକୁ…