Browsing Tag

disrespectful behaviour

ଠିଆ ହୋଇଥିବା କାର ସହ ସାମାନ୍ୟ ଘଷି ହୋଇଗଲା ଠେଲା, ରାଗରେ ସବୁ ଫଳକୁ ରାସ୍ତାକୁ ଫିଙ୍ଗିଦେଲେ ମହିଳା; ଭିଡିଓ ଭାଇରାଲ

କଥାରେ ଅଛି- 'ବଡ଼ଲୋକଙ୍କୁ ଉତ୍ତର ନାହିଁ'। ଏବେ ସୋସିଆଲ ମିଡିଆରେ ଏହାର ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ ଭାଇରାଲ ହେଉଛି। ଭିଡିଓରେ ଦେଖାଯାଇଛି ଯେ ଜଣେ ମହିଳାଙ୍କ କାର ଠିଆ ହୋଇଥିବା ବେଳେ ଏକ ଫଳ ବାଲାର ଠେଲା ଗାଡ଼ି ସହ ଘଷି ହୋଇଯାଉଛନ୍ତି। ଏହା…