Browsing Tag

District judge

ବଡ଼ ଭାଇ ମାଡରେ ସାନଭାଇର ମୃତ୍ୟୁ ଘଟଣା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଶୁଣାଇଲେ ଜିଲ୍ଲା…

ବାଲେଶ୍ଵର (କେନ୍ୟୁଜ): ବଡ଼ ଭାଇର ମାଡରେ ସାନଭାଇର ମୃତ୍ୟୁ ଘଟଣା । ମାନ୍ୟବର ଜିଲ୍ଲା ଜଜ୍ ଅଶାନ୍ତ କୁମାର ଦାସ ଏହି ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ବଳରାମ ଗିରିକୁ ଆଜୀବନ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ରାୟ ଶୁଣାଇଛନ୍ତି । ଭୋଗରାଇ ଥାନା ଅଧୀନ ବିଧୁବଣି ଗ୍ରାମରେ…