Browsing Tag

district magistrate

ଜିଲ୍ଲାପାଳଙ୍କ ଗାଡି ଧକ୍କାରେ ଚାଲିଗଲା ୩ ଜୀବନ, ୨ ଗୁରୁତର

ବିହାରର ମଧେପୁରା ଜାତୀୟ ରାଜପଥ-୫୭ରେ ଜିଲ୍ଲାପାଳଙ୍କ ଗାଡ଼ି ଧକ୍କାରେ ଚାଲିଯାଇଛି ୩ ଜୀବନ । ଜିଲ୍ଲାପାଳଙ୍କ ସରକାରୀ ଗାଡି ଧକ୍କା ଦେବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଏହି ଘଟଣାରେ ସ୍ଥାନୀୟ ଗ୍ରାମବାସୀ ରାସ୍ତାରୋକ କରିଛନ୍ତି । ଦୁର୍ଘଟଣା…

ବଦଳିଲେ କଟକ ଜିଲ୍ଲାପାଳ, ନରହରି ସେଠୀ ହେଲେ ନୂଆ ଜିଲ୍ଲାପାଳ

କଟକ (କେନ୍ୟୁଜ): ବଦଳିଲେ କଟକ ଜିଲ୍ଲାପାଳ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କର ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ ବଦଳି ହୋଇଛି । ତାଙ୍କ ସ୍ଥାନରେ ନରହରି ସେଠୀଙ୍କୁ କଟକ ଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସେ ଏବେ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ ଅଛନ୍ତି ।

ସମ୍ଭାବ୍ୟ ବନ୍ୟା : କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ

ଭୁବନେଶ୍ୱର (କେନ୍ୟୁଜ): ସମ୍ଭାବ୍ୟ ବନ୍ୟା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ କଲେ ଜିଲ୍ଲାପାଳ। ଏସ ଆର ସିଙ୍କ ସୂଚନା ଅନୁସାରେ ମହାନଦୀ ସିଷ୍ଟମରେ ବନ୍ୟାର ଆଶଙ୍କା ଅଛି ଓ ତଳିଆ ଅଞ୍ଚଳରେ ପାଣି ଜମି ଯିବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବନ୍ୟା ପାଇଁ ପ୍ରଭାବିତ ହେବାକୁ ଥିବା ୭ ଜିଲ୍ଲାକୁ…

ରାଗିଲେ ସାଂସଦ: ବୈଠକ ନିର୍ଦ୍ଧାରିତ ସମୟରେ ଆରମ୍ଭ ନ ହେବାରୁ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ ସାଂସଦ ସଂଗୀତା କୁମାରୀ ସିଂଦେଓ । ଆଜି ଦିଶା ବୈଠକ ସଠିକ ସମୟରେ ଆରମ୍ଭ ନ ହେବା ସହ ଜିଲ୍ଲାପାଳ ବିଳମ୍ବରେ ଆସିବାକୁ ନେଇ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର PDଙ୍କ ଉପରେ ରାଗିଥିଲେ ସଂଗୀତା କୁମାରୀ । ଜିଲ୍ଲା ପ୍ରଶାସନ ମନ ଇଚ୍ଛା…

ମହାନତା ଦେଖାଇଲେ ସୁବର୍ଣ୍ଣପୁର ଜିଲ୍ଲାପାଳ : ଆବଶ୍ୟକ ଚୌକି ନଥିବାରୁ ଲୋକଙ୍କ ସହ ଛିଡା ହୋଇ କଲେ ମିଟିଂ

ସୁବର୍ଣ୍ଣପୁର (କେନ୍ୟୁଜ): ମହାନତା ଦେଖାଇଲେ ଜିଲ୍ଲାପାଳ । ଆବଶ୍ୟକ ଚୌକି ନଥିବାରୁ ଲୋକଙ୍କ ସହ ଛିଡାହୋଇ ମିଟିଂ କଲେ ଜିଲ୍ଲାପାଳ । ସୁବର୍ଣ୍ଣପୁର ଜିଲ୍ଲାପାଳ ଆବୋଲି ସୁନିଲ ନରୱାଣେ ଦେଖାଇଲେ ଏଭଳି ମହନୀୟତା । ଆଜି ଜିଲ୍ଲାର ତରଭା ବ୍ଲକ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ଏବଂ ବାଲ୍ୟ ବିବାହ…