ଦୀପାବଳି ପାଇଁ ୧୦ କ୍ୱିଣ୍ଟାଲ ଫୁଲ ଓ ଲାଇଟରେ ସଜେଇ ହୋଇଛି କେଦାରନାଥ ଧାମ, ଦେଖନ୍ତୁ ଫଟୋ
ଆଲୋକର ପର୍ବ ଦୀପାବଳି ପାଇଁ ଗାଁ ଠୁ ଆରମ୍ଭ କରି ସହର ଯାଏଁ ସବୁକିଛି ସଜେଇ ହୋଇଛି। ମନ୍ଦିରଗୁଡ଼ିକୁ ମଧ୍ୟ ରଙ୍ଗବେରଙ୍ଗ ଆଲୋକ ମାଳାରେ ସଜାଯାଇଛି। ଦୀପାବଳି ଅବସରରେ କେଦାରନାଥ ମନ୍ଦିରକୁ ମଧ୍ୟ ଫୁଲ ଓ ଲାଇଟରେ ସଜାଯାଇଛି। କେଦାରନାଥ ମନ୍ଦିରକୁ ୧୦ କ୍ୱିଣ୍ଟାଲ ଫୁଲରେ ସଜାଯାଇଛି। ମଲ୍ଟି କଲର…