ଗାଡ଼ି ମାଲିକମାନଙ୍କ ପାଇଁ ଖୁସି ଖବର, ଛାଡ଼ ହେବ ୫ ବର୍ଷର ଇ-ଚାଲାଣ
ଲକ୍ଷ୍ନୌ: ଦୀପାବଳି ପୂର୍ବରୁ, ୟୁପି ସରକାର ରାଜ୍ୟବାସୀଙ୍କୁ ଦେଇଛନ୍ତି ଏକ ବଡ଼ ଗିଫ୍ଟ । ଗାଡ଼ି ମାଲିକମାନଙ୍କ ପାଇଁ ରହିଛି ଖୁସି ଖବର । ଉତ୍ତର ପ୍ରଦେଶ ସରକାର ୫ ବର୍ଷର ସମସ୍ତ ଇ-ଚାଲାଣକୁ ଛାଡ଼ କରିବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ସମୟରସୀମା ହେଉଛି ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ।…