Browsing Tag

doctro qualifcation

ସବୁ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ସହ ଜାଲ ଚିକିତ୍ସକ ଠାବ କରିବାକୁ ଓଡିଶା ହାଇକୋର୍ଟ କଡ଼ା ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ରାଜ୍ୟରେ କାର୍ଯ୍ୟରତ ସବୁ ଡାକ୍ତରଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ସହ ଜାଲ ଚିକିତ୍ସକ ଠାବ କରିବାକୁ ଓଡିଶା ହାଇକୋର୍ଟ କଡା ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟର ଉପାନ୍ତ ଅଞ୍ଚଳରେ ଜାଲ ଡାକ୍ତରମାନେ ରୋଗୀ ଚିକିତ୍ସା କରୁଛନ୍ତି। ଆବଶ୍ୟକ ଶିକ୍ଷାଗତ ଯୋଗ୍ୟତା ନଥିବା ଲୋକ…